Advertisment

ଭୀମ ଭୋଇ ଓ ଫକୀରମୋହନଙ୍କ ନାଁରେ ମେଡିକାଲ କଲେଜ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ସନ୍ଥକବି ଭୀମ ଭୋଇ ଓ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାଁରେ ରାଜ୍ୟର ଦୁଇ ପ୍ରମୁଖ ସରକାରୀ ମେଡିକାଲ କଲେଜର ନାମକରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରିଜଲ୍ୟୁଶନ୍ ପ୍ରକାଶ ପାଇଛି। ଅଗଷ୍ଟ ୩୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟନ ହେବାକୁ ଥିବା ବଲାଙ୍ଗିର ସରକାରୀ ମେଡିକାଲ କଲେଜର ନାଁ ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ରଖାଯାଇଥିବାବେଳେ […]

ଅଦ୍ୟତନ ହୋଇଛି
୩୧ରେ ହେବ ବଲାଙ୍ଗିର ମେଡିକାଲ କଲେଜର ଉଦଘାଟନ

Bolangir-Medical-College-750x430 (1)

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ସନ୍ଥକବି ଭୀମ ଭୋଇ ଓ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାଁରେ ରାଜ୍ୟର ଦୁଇ ପ୍ରମୁଖ ସରକାରୀ ମେଡିକାଲ କଲେଜର ନାମକରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Advertisment

ଆଜି ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରିଜଲ୍ୟୁଶନ୍ ପ୍ରକାଶ ପାଇଛି।

ଅଗଷ୍ଟ ୩୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟନ ହେବାକୁ ଥିବା ବଲାଙ୍ଗିର ସରକାରୀ ମେଡିକାଲ କଲେଜର ନାଁ ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ରଖାଯାଇଥିବାବେଳେ ନବନିର୍ମିତ ବାଲେଶ୍ୱର ମେଡିକାଲ କଲେଜକୁ ଫକୀରମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଭାବେ ନାମିତ ହେବ ବୋଲି ଏଥିରେ କୁହାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe