ଅଦ୍ୟତନ ହୋଇଛି
fire
Advertisment
ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସୋମବାର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଗାଁରେ ଘଟିଛି ଏହି ବିସ୍ଫୋରଣ। ଗାଁର ଗୋଟିଏ ଘରେ ଘଟିଛି ଏହି ବିସ୍ଫୋରଣ।
Advertisment
୨ ମୃତକଙ୍କ ମଧ୍ୟରୁ ଜଣଙ୍କର ବିସ୍ଫୋରଣ ସ୍ଥଳରେ ମୃତ୍ୟୁ ଘଟିଥିଲା। ଆଉ ଜଣଙ୍କର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଅନ୍ୟ ତିନି ଗୁରୁତର ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ମୃତକ ଦ୍ୱୟ କେ. ସନ୍ତୋଷ କୁମାର ଓ ସୂରଜ କୁମାର ବୋଲି ଜଣାପଡ଼ିଛି।
ତେବେ ଘରେ କେମିତି ବିସ୍ଫୋରଣ ହେଲା, ତାହା ଜଣାପଡ଼ିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/fire-1.jpg)