Advertisment

ହାଇୱା ତଳେ ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ

ନୂଆପଡା(ଓଡ଼ିଶା ରିପୋର୍ଟର): ନୂଆପଡା ଜିଲ୍ଲା ସିନାପାଲି ଥାନା ନିଲଜୀ ଗାଁ ନିକଟ ବିଜୁ ଏକ୍ସପ୍ରେସ ରାସ୍ତାରେ ହାଇୱା ଧକ୍କାରେ ୨ ବାଇକ ଆରୋହୀ  ମୃତ୍ୟୁ ହୋଇଛି। ମୃତକ ୨ ଜଣ ସିନାପାଲି ଥାନା ହଳଦୀମୁଣ୍ତା ଗାଁର ତେଜରାଜ ଗହୀର ଓ ହବେଲାଲ ଗହୀର ବୋଲି ଜଣାପଡିଛି । ଦୁହେଁ ଏକ ସାମାଜିକ ଉତ୍ସବରେ ଯୋଗଦେଇ ସନ୍ଧ୍ୟାରେ ଗାଁକୁ ବାଇକରେ ଫେରୁ ଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟାଇଥିବା ହାଇୱା ଏକ ଠିକା କମ୍ପାନୀର। ଦୁର୍ଘଟଣା ପରେ […]

ଅଦ୍ୟତନ ହୋଇଛି
ହାଇୱା ତଳେ ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ

acci

Advertisment

ନୂଆପଡା(ଓଡ଼ିଶା ରିପୋର୍ଟର): ନୂଆପଡା ଜିଲ୍ଲା ସିନାପାଲି ଥାନା ନିଲଜୀ ଗାଁ ନିକଟ ବିଜୁ ଏକ୍ସପ୍ରେସ ରାସ୍ତାରେ ହାଇୱା ଧକ୍କାରେ ୨ ବାଇକ ଆରୋହୀ  ମୃତ୍ୟୁ ହୋଇଛି। ମୃତକ ୨ ଜଣ ସିନାପାଲି ଥାନା ହଳଦୀମୁଣ୍ତା ଗାଁର ତେଜରାଜ ଗହୀର ଓ ହବେଲାଲ ଗହୀର ବୋଲି ଜଣାପଡିଛି । ଦୁହେଁ ଏକ ସାମାଜିକ ଉତ୍ସବରେ ଯୋଗଦେଇ ସନ୍ଧ୍ୟାରେ ଗାଁକୁ ବାଇକରେ ଫେରୁ ଥିବାବେଳେ ଏହି ଦୁର୍ଘଟଣା ଘଟିଛି।

Advertisment

ଦୁର୍ଘଟଣା ଘଟାଇଥିବା ହାଇୱା ଏକ ଠିକା କମ୍ପାନୀର। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲା। ହେଲେ ଲୋକେ କ୍ଷତିପୂରଣ ଦାବି କରି ଧାରଣାକୁ ଓହ୍ଲାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe