Advertisment

କରୋନା କଟକଣା ମାନିଲେନି : ଦୁଇ ଔଷଧ ଦୋକାନ ବନ୍ଦ କଲା ପ୍ରଶାସନ

ଖୋର୍ଦ୍ଧା(ବଳରାମ ଲେଙ୍କା): କରୋନା ମୁକାବିଲା ପାଇଁ  ସାମାଜିକ ଦ୍ୱରତ୍ୱ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଉଛି। ହେଲେ କିଛି ସ୍ଥାନରେ ସାମାଜିକ ଦ୍ୱରତ୍ୱ ଠିକ୍ ପାଳନ ହେଉ ନଥିବା ଦେଖିବାକୁ ମିଳିଛି। ଖୋର୍ଦ୍ଧା ସହରର କିଛି ଔଷଧ ଦୋକାନ ଆଗରେ ପ୍ରବଳ ଭିଡ଼ ହେଉଥିବାରୁ ବାରମ୍ୱାର ଜିଲ୍ଲା ପ୍ରଶାସନ ଚେତାବନୀ ଦେବା ସତ୍ତ୍ୱେ ବ୍ୟବସାୟୀମାନେ ମାନି ନଥିଲେ। ଫଳରେ ଆଜି ଖୋର୍ଦ୍ଧା ପୌର ପ୍ରଶାସନ ୨ଟି  ଔଷଧ ଦୋକାନକୁ ବନ୍ଦ କରି ଦେଇଛି। ଏହି  ନିୟମକୁ […]

କରୋନା କଟକଣା ମାନିଲେନି : ଦୁଇ ଔଷଧ ଦୋକାନ ବନ୍ଦ କଲା ପ୍ରଶାସନ

khurdh

Advertisment

ଖୋର୍ଦ୍ଧା(ବଳରାମ ଲେଙ୍କା): କରୋନା ମୁକାବିଲା ପାଇଁ  ସାମାଜିକ ଦ୍ୱରତ୍ୱ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଉଛି। ହେଲେ କିଛି ସ୍ଥାନରେ ସାମାଜିକ ଦ୍ୱରତ୍ୱ ଠିକ୍ ପାଳନ ହେଉ ନଥିବା ଦେଖିବାକୁ ମିଳିଛି।

Advertisment

ଖୋର୍ଦ୍ଧା ସହରର କିଛି ଔଷଧ ଦୋକାନ ଆଗରେ ପ୍ରବଳ ଭିଡ଼ ହେଉଥିବାରୁ ବାରମ୍ୱାର ଜିଲ୍ଲା ପ୍ରଶାସନ ଚେତାବନୀ ଦେବା ସତ୍ତ୍ୱେ ବ୍ୟବସାୟୀମାନେ ମାନି ନଥିଲେ। ଫଳରେ ଆଜି ଖୋର୍ଦ୍ଧା ପୌର ପ୍ରଶାସନ ୨ଟି  ଔଷଧ ଦୋକାନକୁ ବନ୍ଦ କରି ଦେଇଛି। ଏହି  ନିୟମକୁ ନମାନିଲେ ଆଗକୁ  ଅନ୍ୟ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe