ବିଦେଶରେ ଚାକିରି ଦେବାକୁ କହି ଠକିନେଲେ ଲକ୍ଷାଧିକ ଟଙ୍କା

ସାଲେପୁର (ମନୋଜ ଆଚାର୍ଯ୍ୟ): ବିଦେଶରେ ଚାକିରି କରିବା ଆଶାରେ ଟଙ୍କା ଦେଇ ଠକାମୀର ଶିକାର ହୋଇଛନ୍ତି ୧୫ରୁ ଅଧିକ ଯୁବକ। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳରୁ। ସାଲେପୁର ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ସ୍ଥାନୀୟ ମହାସିଂପୁର ଅଞ୍ଚଳର ଇବ୍ରାହିମ୍ ଖାନ୍ ଏବଂ ସେକ୍ ମକିମୁଦ୍ଦିନ୍ ବିଦେଶରେ ଚାକିରିକରାଇ ଦେବାକୁ କହି ବିଭିନ୍ନ ଜିଲ୍ଲାର ୧୫ରୁ ଅଧିକ ଯୁବକଙ୍କଠାରୁ ୫୦ହଜାର ଲେଖାଏ ଟଙ୍କା ଓ ଆନୁସଙ୍ଗିକ କାଗଜପତ୍ର ନେଇଥିଲେ। ଟଙ୍କା ପାଇବା ପରେ ଇବ୍ରାହିମ୍ ଏବଂ ମକିମୁଦ୍ଦିନ୍ ଫେରାର ହୋଇଯାଇଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ […]

salepur

salepur

Rakesh Mallick
  • Published: Tuesday, 22 January 2019
  • Updated: 22 January 2019, 10:35 PM IST

Sports

Latest News

ସାଲେପୁର (ମନୋଜ ଆଚାର୍ଯ୍ୟ): ବିଦେଶରେ ଚାକିରି କରିବା ଆଶାରେ ଟଙ୍କା ଦେଇ ଠକାମୀର ଶିକାର ହୋଇଛନ୍ତି ୧୫ରୁ ଅଧିକ ଯୁବକ। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳରୁ।

ସାଲେପୁର ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ସ୍ଥାନୀୟ ମହାସିଂପୁର ଅଞ୍ଚଳର ଇବ୍ରାହିମ୍ ଖାନ୍ ଏବଂ ସେକ୍ ମକିମୁଦ୍ଦିନ୍ ବିଦେଶରେ ଚାକିରିକରାଇ ଦେବାକୁ କହି ବିଭିନ୍ନ ଜିଲ୍ଲାର ୧୫ରୁ ଅଧିକ ଯୁବକଙ୍କଠାରୁ ୫୦ହଜାର ଲେଖାଏ ଟଙ୍କା ଓ ଆନୁସଙ୍ଗିକ କାଗଜପତ୍ର ନେଇଥିଲେ। ଟଙ୍କା ପାଇବା ପରେ ଇବ୍ରାହିମ୍ ଏବଂ ମକିମୁଦ୍ଦିନ୍ ଫେରାର ହୋଇଯାଇଛନ୍ତି।

ଅଭିଯୋଗ ପାଇବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

https://youtu.be/KUJqTSYrCh8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story