ଡକାୟତିକୁ ପୁରିଲା ଦୁଇ ମାସ, ଲୁଟେରାଙ୍କ ସନ୍ଧାନ ପାଉନି ପୁଲିସ

ବଲାଙ୍ଗୀର (ଘଟେଶ୍ୱର ମିଶ୍ର): ବଲାଙ୍ଗୀର ସହରର ପ୍ୟାଲେସ୍‌ଲାଇନ୍‌ ପଡ଼ାର ପ୍ୟାଲେସ ନିକଟରେ ଜୁନ୍‌ ୨୬ ତାରିଖରେ ହୋଇଥିବା ସଶସ୍ତ୍ର ଡକାୟତିକୁ  ପୁରିଛି ଦୁଇମାସ। ଏହି ଘଟଣାକୁ ଦୁଇମାସ ପୁରି ଯାଇଥିଲେ ମଧ୍ୟ ପୁଲିସର ହାତ ଖାଲି ରହିଛି। ଅପରାଧୀଙ୍କୁ ଏପର୍ଯ୍ୟନ୍ତ ପୁଲିସ ଧରିପାରିନାହିଁ। ଡକାୟତି ହୋଇଥିବା ଘର ମାଲିକଙ୍କ ନାମ ସୂର୍ଯ୍ୟକାନ୍ତ। ଉତ୍ତରପ୍ରଦେଶର ସେରଗଂଜ ଗାଁରୁ ଆସିଥିବା ସୁର୍ଯ୍ୟକାନ୍ତ ବଲାଙ୍ଗିର ସହର ପ୍ୟାଲସ ନିକଟରେ ଏକ ଘର ଭଡା ନେଇ ରହୁଥିଲେ। ଗତ ୨୬ ତାରିଖ ଦିନ […]

p22

p22

Puspanjali Panda
  • Published: Sunday, 16 August 2020
  • Updated: 16 August 2020, 05:57 PM IST

Sports

Latest News

ବଲାଙ୍ଗୀର (ଘଟେଶ୍ୱର ମିଶ୍ର): ବଲାଙ୍ଗୀର ସହରର ପ୍ୟାଲେସ୍‌ଲାଇନ୍‌ ପଡ଼ାର ପ୍ୟାଲେସ ନିକଟରେ ଜୁନ୍‌ ୨୬ ତାରିଖରେ ହୋଇଥିବା ସଶସ୍ତ୍ର ଡକାୟତିକୁ  ପୁରିଛି ଦୁଇମାସ। ଏହି ଘଟଣାକୁ ଦୁଇମାସ ପୁରି ଯାଇଥିଲେ ମଧ୍ୟ ପୁଲିସର ହାତ ଖାଲି ରହିଛି। ଅପରାଧୀଙ୍କୁ ଏପର୍ଯ୍ୟନ୍ତ ପୁଲିସ ଧରିପାରିନାହିଁ।

ଡକାୟତି ହୋଇଥିବା ଘର ମାଲିକଙ୍କ ନାମ ସୂର୍ଯ୍ୟକାନ୍ତ। ଉତ୍ତରପ୍ରଦେଶର ସେରଗଂଜ ଗାଁରୁ ଆସିଥିବା ସୁର୍ଯ୍ୟକାନ୍ତ ବଲାଙ୍ଗିର ସହର ପ୍ୟାଲସ ନିକଟରେ ଏକ ଘର ଭଡା ନେଇ ରହୁଥିଲେ। ଗତ ୨୬ ତାରିଖ ଦିନ ରାତି ୧୨ ଟାରେ ଦୁଇଜଣ ମୁଖାପିନ୍ଧା ବ୍ୟକ୍ତି ତାଙ୍କ ଘରର କବାଟ ବାଡେଇଥିଲେ। କବାଟ ଖୋଲିବା ପରେ ଦୁଇ ଦୁର୍ବୁତ୍ତ ହଠାତ ତାଙ୍କ ଉପରକୁ ଛୁରୀ ଓ ବାଡିରେ ଆକ୍ରମଣ କରିଥିଲେ।

ଗୁରୁତର ଅବସ୍ଥାରେ ସୂର୍ଯ୍ୟକାନ୍ତ ତଳେ ପଡ଼ି ଯାଇଥିଲେ ଏବଂ ତାଙ୍କର ତିନି ହଜାର ଟଙ୍କା ଏବଂ ମୋବାଇଲ ଫୋନ୍‌ ଧରି ଫେରାର ମାରିଥିଲେ ଲୁଟେରା। ଏ ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ ସୂର୍ଯ୍ୟକାନ୍ତ। ହେଲେ ଅଭିଯୋଗ କରିବାର ପାଖାପାଖି ଦୁଇ ମାସ ପରେ ମଧ୍ୟ ପୁଲିସ ଅପରାଧୀଙ୍କ ସନ୍ଧାନ ପାଇପାରିନାହିଁ।

ହସପିଟାଲରୁ ସୁସ୍ଥ ହୋଇ ଫେରିବା ପରେ ସୂର୍ଯ୍ୟକାନ୍ତ ନ୍ୟାୟ ପାଇଁ ଏବେ ବାର ଦୁଆର ହେଉଛନ୍ତି। ବଲାଙ୍ଗିର ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଆସି ସେ ପୁଣିଥରେ ଅଭିଯୋଗ ଦାୟର କରିଛନ୍ତି। ସେପଟେ ବଲାଙ୍ଗୀର ଟାଉନ ପୁଲିସ କରୋନାର ଆଳ ଦେଖାଇ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରୁନଥିବା ସୂର୍ଯ୍ୟକାନ୍ତ ଅଭିଯୋଗ କରିଛନ୍ତି। ତେବେ ଏନେଇ ପୁଲିସର ମତାମତ ମିଳିପାରିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story