Advertisment

ଟ୍ରାଫିକ ପୁଲିସ ଦେଖିଲା ମାତ୍ରେ ମାଡ଼ି ବସିବ

ଗାଡ଼ି ଓ ମାଲିକଙ୍କ ସୁରକ୍ଷା ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟର ବ୍ୟବସ୍ଥା ହେଲା। କିନ୍ତୁ ଏ ଘଟଣା ସଂପର୍କରେ ଜାଣିବା ପରେ ଆପଣ ବି ପ୍ରଶ୍ନ କରିବେ, ଇଏ କି ପ୍ରକାର ନିୟମ? ବାଇକ ପଛରେ ଗୋଟିଏ ନମ୍ବର, ପୁଣି ଆଗରେ ଆଉ ଗୋଟିଏ ନମ୍ବର। ଗୋଟିଏ ବାଇକରେ ଦୁଇଟି ଅଲଗା ଅଲଗା ନମ୍ବର ପ୍ଲେଟ ଦେଖିବା ମାତ୍ରେ ଟ୍ରାଫିକ ପୁଲିସ ମାଡ଼ି ବସିବେ ଆଉ ଚାଲାଣ କଟିବେ।

Traffic Police Traffic Rule Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe