Advertisment

ଟ୍ରାଫିକ୍‌ କନଷ୍ଟେବଳଙ୍କୁ ନିର୍ଧୁମ ଛେଚିଲେ ବାଇକ୍‌ ଆରୋହୀ

ଭୁବେନଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ୍‌ କନଷ୍ଟେବଳଙ୍କୁ ନିର୍ଘାତ ମାଡ। ଟ୍ରାଫିକ୍‌ କନଷ୍ଟେବଳଙ୍କୁ ନିର୍ଧୁମ ଛେଚିଲେ ବାଇକ୍‌ ଆରୋହୀ। ବିଚ୍‌ ରାସ୍ତାରେ ଲୋକାଲ ଟୋକା କହି ଦେଖାଇଲେ ଦାଦାଗିରି। ଭୁବନେଶ୍ୱର ଲିଙ୍ଗିପୁର ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା। ସୂଚନା ମୁତାବକ, ରଙ୍ଗ ସାଇଡ୍ ଡ୍ରାଇଭିଂ ଓ ବିନା ହେଲମେଟ୍ ଗାଡ଼ି ଚାଳନା ନେଇ ଟ୍ରାଫିକ ପୁଲିସ ଦୁଇ ବାଇକ୍‌ ଆରୋହୀଙ୍କୁ ଅଟକାଇଥିଲା। ତେବେ ଏଥିରେ ରାଗି ଯାଇ ଉଭୟ ବାଇକ୍‌ ଆରୋହୀ ଟ୍ରାଫିକ୍‌ କନଷ୍ଟେବଳଙ୍କୁ ଆକ୍ରମଣ କରିଥିଲେ। ଚାପୁଡା […]

ଅଦ୍ୟତନ ହୋଇଛି
ଟ୍ରାଫିକ୍‌ କନଷ୍ଟେବଳଙ୍କୁ ନିର୍ଧୁମ ଛେଚିଲେ ବାଇକ୍‌ ଆରୋହୀ

Traffic police

Advertisment

ଭୁବେନଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ୍‌ କନଷ୍ଟେବଳଙ୍କୁ ନିର୍ଘାତ ମାଡ। ଟ୍ରାଫିକ୍‌ କନଷ୍ଟେବଳଙ୍କୁ ନିର୍ଧୁମ ଛେଚିଲେ ବାଇକ୍‌ ଆରୋହୀ। ବିଚ୍‌ ରାସ୍ତାରେ ଲୋକାଲ ଟୋକା କହି ଦେଖାଇଲେ ଦାଦାଗିରି। ଭୁବନେଶ୍ୱର ଲିଙ୍ଗିପୁର ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା।

Advertisment

ସୂଚନା ମୁତାବକ, ରଙ୍ଗ ସାଇଡ୍ ଡ୍ରାଇଭିଂ ଓ ବିନା ହେଲମେଟ୍ ଗାଡ଼ି ଚାଳନା ନେଇ ଟ୍ରାଫିକ ପୁଲିସ ଦୁଇ ବାଇକ୍‌ ଆରୋହୀଙ୍କୁ ଅଟକାଇଥିଲା। ତେବେ ଏଥିରେ ରାଗି ଯାଇ ଉଭୟ ବାଇକ୍‌ ଆରୋହୀ ଟ୍ରାଫିକ୍‌ କନଷ୍ଟେବଳଙ୍କୁ ଆକ୍ରମଣ କରିଥିଲେ। ଚାପୁଡା ଉପରେ ଚାପୁଡା ସାଙ୍ଗକୁ ବିଧା ଗୋଇଠା ମାରିଥିଲେ।

ନିଜକୁ ଲୋକାଲ ପିଲା କହି ଅଚାନକ ଭାବେ ଆକ୍ରମଣ କରିଥିଲେ ଦୁଇ ବାଇକ ଆରୋହୀ। ଏନେଇ ଧଉଳି ଥାନାରେ ଅଭିଯୋଗ ପରେ ଦୁଇଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe