Advertisment

ସରକାରଙ୍କ ଆବାସର ଦୁଇଟି ଚିତ୍ର !

ସରକାରଙ୍କ ଆବାସ ଯୋଜନାର କରୁଣ ଚିତ୍ର। ଲୋକଙ୍କ ପାଇଁ ଦେଖାଉଛନ୍ତି ମାଳ ମାଳ ଯୋଜନା, ହେଲେ ସେଥିରୁ ଗୋଟିଏ ବି ଫଳପ୍ରଦ ହୋଇପାରୁନାହିଁ। ଏ ହେଉଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ଲୁଲା ଓ ମୁଲୁଙ୍ଗା ପଞ୍ଚାୟତର ଆବାସ ଯୋଜନାର ଚିତ୍ର।

author-image
Manoj Swain

ସରକାରଙ୍କ ଆବାସ ଯୋଜନାର କରୁଣ ଚିତ୍ର। ଲୋକଙ୍କ ପାଇଁ ଦେଖାଉଛନ୍ତି ମାଳ ମାଳ ଯୋଜନା, ହେଲେ ସେଥିରୁ ଗୋଟିଏ ବି ଫଳପ୍ରଦ ହୋଇପାରୁନାହିଁ। ଏ ହେଉଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ଲୁଲା ଓ ମୁଲୁଙ୍ଗା ପଞ୍ଚାୟତର ଆବାସ ଯୋଜନାର ଚିତ୍ର। ଗୋଟିଏ ଘର ପାଇବାକୁ ଦାଣ୍ଡ ଦୁଆର ସୁଣ୍ଡି ପିଣ୍ଡା ହେଉଛନ୍ତି। ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା। ହେଲେ ସେ ଯୋଜନା କେବଳ କାଗଜରେ ସୀମିତ ରହିଯାଇଛି।

Advertisment
Odisha Poverty