ସରକାରଙ୍କ ଆବାସର ଦୁଇଟି ଚିତ୍ର ! | Odisha Reporter
Advertisment
ସରକାରଙ୍କ ଆବାସ ଯୋଜନାର କରୁଣ ଚିତ୍ର। ଲୋକଙ୍କ ପାଇଁ ଦେଖାଉଛନ୍ତି ମାଳ ମାଳ ଯୋଜନା, ହେଲେ ସେଥିରୁ ଗୋଟିଏ ବି ଫଳପ୍ରଦ ହୋଇପାରୁନାହିଁ। ଏ ହେଉଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ଲୁଲା ଓ ମୁଲୁଙ୍ଗା ପଞ୍ଚାୟତର ଆବାସ ଯୋଜନାର ଚିତ୍ର। ଗୋଟିଏ ଘର ପାଇବାକୁ ଦାଣ୍ଡ ଦୁଆର ସୁଣ୍ଡି ପିଣ୍ଡା ହେଉଛନ୍ତି। ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା। ହେଲେ ସେ ଯୋଜନା କେବଳ କାଗଜରେ ସୀମିତ ରହିଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us