ନିର୍ବାଚନ ସର୍ଭେ ରିପୋର୍ଟ: କିଏ କହୁଛି ସାତ, ତ ଆଉ କିଏ କହୁଛି ସତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ଆଉ ଚାରି ପାଞ୍ଚ ମାସ ବାକି ଥିବାବେଳେ ଚଳିତ ନଭେମ୍ବର ମାସରେ ୨ଟି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏବିପି ନ୍ୟୁଜ୍ ଓ ସି-ଭୋଟର ପକ୍ଷରୁ ନଭେମ୍ବର ୧ ତାରିଖରେ ପ୍ରକାଶିତ ସର୍ଭେ ରିପୋର୍ଟକୁ ଆଜି ପ୍ରକାଶିତ ଇଣ୍ଡିଆ ଟିଭି-ସିଏନଏକ୍ସ ସର୍ଭେ ରିପୋର୍ଟ ସମ୍ପୂର୍ଣ୍ଣ ଓଲଟାଇ ଦେଇଛି। ଯାହାଫଳରେ ଏହିଭଳି ସର୍ଭେ ରିପୋର୍ଟର ବିଶ୍ଵସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ‘ଇଣ୍ଡିଆ ଟିଭି’ରେ ଗୁରୁବାର ପ୍ରକାଶିତ ଏହି ( ଇଣ୍ଡିଆ ଟିଭି-ସିଏନଏକ୍ସ) […]

IMG_0826

IMG_0826

Sampad Mahapatra
  • Published: Friday, 16 November 2018
  • Updated: 16 November 2018, 07:55 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ଆଉ ଚାରି ପାଞ୍ଚ ମାସ ବାକି ଥିବାବେଳେ ଚଳିତ ନଭେମ୍ବର ମାସରେ ୨ଟି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏବିପି ନ୍ୟୁଜ୍ ଓ ସି-ଭୋଟର ପକ୍ଷରୁ ନଭେମ୍ବର ୧ ତାରିଖରେ ପ୍ରକାଶିତ ସର୍ଭେ ରିପୋର୍ଟକୁ ଆଜି ପ୍ରକାଶିତ ଇଣ୍ଡିଆ ଟିଭି-ସିଏନଏକ୍ସ ସର୍ଭେ ରିପୋର୍ଟ ସମ୍ପୂର୍ଣ୍ଣ ଓଲଟାଇ ଦେଇଛି। ଯାହାଫଳରେ ଏହିଭଳି ସର୍ଭେ ରିପୋର୍ଟର ବିଶ୍ଵସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

'ଇଣ୍ଡିଆ ଟିଭି'ରେ ଗୁରୁବାର ପ୍ରକାଶିତ ଏହି ( ଇଣ୍ଡିଆ ଟିଭି-ସିଏନଏକ୍ସ) ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଯଦି ଏବେ ଲୋକସଭା ନିର୍ବାଚନ ହୁଏ ତା’ହେଲେ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେଡି ସପକ୍ଷରେ ୧୬ଟି ଓ ବିଜେପିକୁ ୫ଟି ଆସନ ମିଳିବ। ୨୦୧୪ ନିର୍ବାଚନ ତୁଳନାରେ ବିଜେଡି ୪ଟି ସିଟ୍ ହରାଇବ । କଂଗ୍ରେସ ପୂର୍ବ ଭଳି ଏଥର ମଧ୍ୟ କୌଣସି ଗୋଟିଏ ବି ଆସନ ଜିଣିପାରିବ ନାହିଁ।

ତେବେ ୨୦୧୪ରେ ବିଜେଡିକୁ ୪୪.୭୭ ପ୍ରତିଶତ ଭୋଟ୍ ମିଳିଥିବାବେଳେ ଏଥର ତାହା ହ୍ରାସ ପାଇ ୪୪%ରେ ସୀମିତ ରହିବ। ତେବେ ବିଜେପି ୨୦୧୪ରେ ୨୧.୮୮% ଭୋଟ୍ ପାଇଥିବାବେଳେ ଚଳିତଥର ତା’ର ଭୋଟ୍ ହାର ୨୮.୫୩%କୁ ବୃଦ୍ଧି ପାଇବ। କଂଗ୍ରେସର ଭୋଟ୍ ହାର ଏଥର ୨୧.୬୭% ରହିଲେ ମଧ୍ୟ ଗୋଟିଏ ବି ଲୋକସଭା ସିଟ୍ ଜିତିପାରିବ ନାହିଁ।

ସୂଚନାଯୋଗ୍ୟ, ଚଳିତମାସ ୧ତାରିଖରେ ଏବିପି ନ୍ୟୁଜରେ ପ୍ରକାଶିତ ସି-ଭୋଟର ସର୍ଭେ ରିପୋର୍ଟରେ ବିଜେପି ୧୨ଟି, ବିଜେଡି ୬ଟି ଓ କଂଗ୍ରେସ ୩ଟି ସିଟ୍ ପାଇବ ବୋଲି ଆକଳନ କରାଯାଇଥିଲା। ମାତ୍ର ୧୫ଦିନ ମଧ୍ୟରେ ପ୍ରକାଶ ପାଇଥିବା ଏହି ଦୁଇଟି ସର୍ଭେ ରିପୋର୍ଟର ତଥ୍ୟ ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଥିବାରୁ ଏସବୁ ସଂସ୍ଥାର ସର୍ଭେ ଫଳାଫଳର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅବଶ୍ୟ ଇଣ୍ଡିଆ ଟିଭି-ସିଏନଏକ୍ସ ସର୍ଭେ ରିପୋର୍ଟରେ ଅଣବିଜେପି ଦଳଗୁଡ଼ିକର ସମ୍ଭାବ୍ୟ ମହାମେଣ୍ଟ ହେଲେ ୟୁପିରେ ବିଜେପିର ଆସନ ସଂଖ୍ୟା ଅଧାକୁ ହ୍ରାସ ପାଇବ ତଥା ପଶ୍ଚିମବଙ୍ଗ ଓ ଓଡ଼ିଶା ଭଳି ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକର ସ୍ଥିତି ସାମାନ୍ୟ ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି। ତେବେ ପଶ୍ଚିମବଙ୍ଗ ଓ ଓଡ଼ିଶା ପରିପ୍ରେକ୍ଷୀରେ ସମ୍ଭାବ୍ୟ ମହାମେଣ୍ଟକୁ ଦୃଷ୍ଟିରେ ରଖି ଆକଳନ କରାଯାଇନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story