ଉଲିବୁରୁ ଖଣି ଦୁର୍ନୀତି: ଦୀପକ ଗୁପ୍ତାଙ୍କ ସଂପତ୍ତି ଜବତ

ଭୁବନେଶ୍ୱର: ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୀପକ ଗୁପ୍ତାଙ୍କର ସଂପତ୍ତି ଜବତ କରିଛି। ପ୍ରାୟ ୪୦୦ କୋଟି ଟଙ୍କାର ସଂପତ୍ତି ଜବତ କରାଯାଇଛି। ଏଥି ମଧ୍ୟରେ ଦୀପକ ଗୁପ୍ତାଙ୍କ ପରିବାର ଓ କଂପାନୀର ସଂପତ୍ତି ବି ସାମିଲ ଅଛି। ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଥିବା ଏହି ସଂପତ୍ତିକୁ ଜବତ କରିଛି ଇଡି। ଉଲିବୁରୁ ଖଣିରେ ୧,୮୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ୨୦୧୩ର ସେପ୍ଟେମ୍ବର ମାସରେ ତାଙ୍କୁ […]

deepak

Rakesh Mallick
  • Published: Thursday, 21 May 2015
  • , Updated: 21 May 2015, 04:10 PM IST

ଭୁବନେଶ୍ୱର: ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୀପକ ଗୁପ୍ତାଙ୍କର ସଂପତ୍ତି ଜବତ କରିଛି। ପ୍ରାୟ ୪୦୦ କୋଟି ଟଙ୍କାର ସଂପତ୍ତି ଜବତ କରାଯାଇଛି। ଏଥି ମଧ୍ୟରେ ଦୀପକ ଗୁପ୍ତାଙ୍କ ପରିବାର ଓ କଂପାନୀର ସଂପତ୍ତି ବି ସାମିଲ ଅଛି। ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଥିବା ଏହି ସଂପତ୍ତିକୁ ଜବତ କରିଛି ଇଡି। ଉଲିବୁରୁ ଖଣିରେ ୧,୮୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ୨୦୧୩ର ସେପ୍ଟେମ୍ବର ମାସରେ ତାଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଥିଲା।

Related story