ଚାଲିଥିଲା କ୍ରିକେଟ ମ୍ୟାଚ୍, ଭୁସିଦେଲା ଛୁରୀ | Odisha Reporter
Advertisment
ଚୌଦ୍ଵାରରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଅଘଟଣ। ଛୁରା ମାଡ଼ରେ ଯୁବକ ମୃତ। ଛୁରା ମାଡ଼ କରିଥିବା ଜଣେ ଯୁବକକୁ ଗ୍ରାମବାସୀ କାବୁ କରି ଅଟକ ରଖିଥିଲେ। ତାକୁ ଚୌଦ୍ଵାର ପୋଲିସ ନେବାକୁ ଚେଷ୍ଟା କରୁଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us