Advertisment

5T ବୋର୍ଡ ଦେଖି ରାଗି ପାଚି ଲାଲ ଟୁଡୁ

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। ଦେଖିଲେ ଅକ୍ସିଜେନ୍ ପ୍ଲାଣ୍ଟ ଆଗେର ଲାଗିଛି ୫-ଟି ବୋର୍ଡ। ଏହି ବୋର୍ଡ ଦେଖି ଟୁଡୁ ପୁରା ରାଗିପାଚି ଲାଲ। ପଚାରିଲେ, କାହିଁକି ଲାଗିଲା ଏଠାରେ ଏହି ବୋର୍ଡ? କାହା ପଇସାରେ ହେଉଛି ଏଠାରେ କାମ? କାହିଁକି କରାଯାଉଛି ରାଜନୀତି?

author-image
Debendra Prusty

Odisha 5T Bishweswar Tudu Union Minister