ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାବାସୀଙ୍କୁ ଲକ୍ଷ୍ମୀପୂଜା ଭେଟି

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାକୁ ଖୁବଶୀଘ୍ର ପାଇପ ଯୋଗେ ଗ୍ୟାସ ଯୋଗାଣ କରାଯିବ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଏହା ଦୁଇ ଜିଲ୍ଲାବାସୀଙ୍କ ପାଇଁ ଲକ୍ଷ୍ମୀପୂଜା ଭେଟି ବୋଲି ସେ କହିଛନ୍ତି। ପ୍ରସିଦ୍ଧ ମହମା ଗାଦିକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ଏନଟିପିସି ଗଜମରା ଭଳି ଅନେକ ଉନ୍ନତିମୂଳକ କାମ ପାଇଁ ରାଜ୍ୟ ସରକାର ସହଯୋଗ କରୁନଥିବା […]

dharmendra

Rakesh Mallick
  • Published: Sunday, 16 September 2018
  • , Updated: 16 September 2018, 01:52 PM IST

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାକୁ ଖୁବଶୀଘ୍ର ପାଇପ ଯୋଗେ ଗ୍ୟାସ ଯୋଗାଣ କରାଯିବ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଏହା ଦୁଇ ଜିଲ୍ଲାବାସୀଙ୍କ ପାଇଁ ଲକ୍ଷ୍ମୀପୂଜା ଭେଟି ବୋଲି ସେ କହିଛନ୍ତି।

ପ୍ରସିଦ୍ଧ ମହମା ଗାଦିକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ଏନଟିପିସି ଗଜମରା ଭଳି ଅନେକ ଉନ୍ନତିମୂଳକ କାମ ପାଇଁ ରାଜ୍ୟ ସରକାର ସହଯୋଗ କରୁନଥିବା ସେ ଅଭିଯୋଗ କରିଛନ୍ତି।

Related story