ଘରେ ପଶି ଯୁବକଙ୍କ ଗଳା କାଟିଦେଲେ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ସହରର ମୀନାବଜାରରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଯୁବକ ଜଣଙ୍କ ଘରେ ଥିବା ବେଳେ ଦୁର୍ବୃତ୍ତ ଘରେ ପଶି ଏହି କାଣ୍ଡ ଭିଆଇଛି। ମୃତକ ଜଣଙ୍କ ହେଲେ ମଣ୍ଟୁ ପାତ୍ର। ସେ ଜଣେ ସୁନା ଦୋକାନୀ ବୋଲି ଜଣାପଡ଼ିଛି। ତେବେ କାହିଁକି ଓ କେଉଁ କାରଣରୁ ମଣ୍ଟୁଙ୍କୁ ହତ୍ୟା କରାଗଲା, ତାହା ସ୍ପଷ୍ଟ ହୋଇନାହିଁ। ଖବର ପାଇ ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ […]

dhenkanal

dhenkanal

Rakesh Mallick
  • Published: Monday, 03 September 2018
  • Updated: 03 September 2018, 11:49 AM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ସହରର ମୀନାବଜାରରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଯୁବକ ଜଣଙ୍କ ଘରେ ଥିବା ବେଳେ ଦୁର୍ବୃତ୍ତ ଘରେ ପଶି ଏହି କାଣ୍ଡ ଭିଆଇଛି।
ମୃତକ ଜଣଙ୍କ ହେଲେ ମଣ୍ଟୁ ପାତ୍ର। ସେ ଜଣେ ସୁନା ଦୋକାନୀ ବୋଲି ଜଣାପଡ଼ିଛି।

ତେବେ କାହିଁକି ଓ କେଉଁ କାରଣରୁ ମଣ୍ଟୁଙ୍କୁ ହତ୍ୟା କରାଗଲା, ତାହା ସ୍ପଷ୍ଟ ହୋଇନାହିଁ।

ଖବର ପାଇ ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos