ପାଣି ମୁନ୍ଦାଏ ଦିଅ…. | Odisha Reporter
ରାତି ପାହିଲେ, ଏହି ପୋଖରୀ ପାଣି ହିଁ ଭରସା। ମୁନ୍ଦାଏ ସ୍ବଚ୍ଛ ପାଣି ପିଇବା ପାଇଁ ଲୋକେ ଆକ୍ବାଗାର୍ଡଠାରୁ ଆରମ୍ଭ କରି କେତେ କଣ ବ୍ୟବସ୍ଥା କରୁଛନ୍ତି। କିନ୍ତୁ ଏଠି ପାଣି ମୁନ୍ଦାଏ ପାଇଁ ଦୀର୍ଘ ୮ କିଲୋମିଟର ପାଦରେ ଚାଲିବାକୁ ପଡ଼ୁଛି। ଅପରିଷ୍କାର ପାଣି ପିଇବା ଯୋଗୁଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ପୁଣ୍ଡୁପୋଖରୀ ଗାଁ ଲୋକେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
