Advertisment

ଏହି ପୋଖରୀ ପାଣି ହିଁ ଭରସା

ରାତି ପାହିଲେ, ଏହି ପୋଖରୀ ପାଣି ହିଁ ଭରସା। ମୁନ୍ଦାଏ ସ୍ବଚ୍ଛ ପାଣି ପିଇବା ପାଇଁ ଲୋକେ ଆକ୍ବାଗାର୍ଡଠାରୁ ଆରମ୍ଭ କରି କେତେ କଣ ବ୍ୟବସ୍ଥା କରୁଛନ୍ତି। କିନ୍ତୁ ଏଠି ପାଣି ମୁନ୍ଦାଏ ପାଇଁ ଦୀର୍ଘ ୮ କିଲୋମିଟର ପାଦରେ ଚାଲିବାକୁ ପଡ଼ୁଛି।

Advertisment

ରାତି ପାହିଲେ, ଏହି ପୋଖରୀ ପାଣି ହିଁ ଭରସା। ମୁନ୍ଦାଏ ସ୍ବଚ୍ଛ ପାଣି ପିଇବା ପାଇଁ ଲୋକେ ଆକ୍ବାଗାର୍ଡଠାରୁ ଆରମ୍ଭ କରି କେତେ କଣ ବ୍ୟବସ୍ଥା କରୁଛନ୍ତି। କିନ୍ତୁ ଏଠି ପାଣି ମୁନ୍ଦାଏ ପାଇଁ ଦୀର୍ଘ ୮ କିଲୋମିଟର ପାଦରେ ଚାଲିବାକୁ ପଡ଼ୁଛି। ଅପରିଷ୍କାର ପାଣି ପିଇବା ଯୋଗୁଁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ପୁଣ୍ଡୁପୋଖରୀ ଗାଁ ଲୋକେ।

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe