ରାଜଦ୍ରୋହ ମାମଲାରେ ସାଲେପୁରରୁ ଜଣକୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ

ସାଲେପୁର(ମନୋଜ ଆଚାର୍ଯ୍ୟ): ରାଜଦ୍ରୋହ ମାମଲାରେ ଓଡ଼ିଶାର ସାଲେପୁର ଥାନା କୁଶମ୍ବୀ ଗାଁରୁ ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ବାଗପତ ଜିଲ୍ଲା ସିଂହବାଲି ଥାନା ପୁଲିସ। ଗିରଫ ବ୍ୟକ୍ତିଙ୍କ ନାଁ ହେଉଛି ସୟଦ ହାସନ ଅହମ୍ମଦ। ଦଫା ୧୨୪(ଏ), ୫୦୭, ୫୦୪, ୩୫୩(ଏ)ରେ ତାଙ୍କୁ ପୁଲିସ ଗିରଫ କରିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତରପ୍ରଦେଶର ବାଗପଥ ଜିଲ୍ଲାର ହିନ୍ଦୁ ବାହିନୀର ଅଧ୍ୟକ୍ଷ କୂଳଦୀପ ପାଞ୍ଜାଲଙ୍କ ସମେତ ଭରତମାତା ବିରୋଧରେ ସୟଦ […]

up-police

up-police

Manoranjan Sial
  • Published: Thursday, 03 September 2020
  • Updated: 03 September 2020, 10:55 PM IST

ସାଲେପୁର(ମନୋଜ ଆଚାର୍ଯ୍ୟ): ରାଜଦ୍ରୋହ ମାମଲାରେ ଓଡ଼ିଶାର ସାଲେପୁର ଥାନା କୁଶମ୍ବୀ ଗାଁରୁ ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ବାଗପତ ଜିଲ୍ଲା ସିଂହବାଲି ଥାନା ପୁଲିସ। ଗିରଫ ବ୍ୟକ୍ତିଙ୍କ ନାଁ ହେଉଛି ସୟଦ ହାସନ ଅହମ୍ମଦ। ଦଫା ୧୨୪(ଏ), ୫୦୭, ୫୦୪, ୩୫୩(ଏ)ରେ ତାଙ୍କୁ ପୁଲିସ ଗିରଫ କରିଛି।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତରପ୍ରଦେଶର ବାଗପଥ ଜିଲ୍ଲାର ହିନ୍ଦୁ ବାହିନୀର ଅଧ୍ୟକ୍ଷ କୂଳଦୀପ ପାଞ୍ଜାଲଙ୍କ ସମେତ ଭରତମାତା ବିରୋଧରେ ସୟଦ ହସନ ଅହମ୍ମଦ ଅପଶବ୍ଦ କହିବା ସହିତ ଫୋନ୍‌ରେ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ କୂଳଦୀପ ପାଞ୍ଚାଲ ବାଗପଥ ଜିଲ୍ଲାର ସିଙ୍ଘବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ଆଜି ଓଡ଼ିଶା ଆସିଥିଲା। ପରେ ଅଭିଯୁକ୍ତକୁ ଗିରଫ କରିଥିଲା। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story