Advertisment

କେମିତି ପାଇବେ ଆଇଏଏସ୍ ?

ୟୁପିଏସ୍‌ସି ଦ୍ବାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି। ମୟୂରଭଞ୍ଜର ପ୍ରଣିତା ଦାଶ ପରୀକ୍ଷାରେ ୪୨ତମ ସ୍ଥାନ ଅଧିକାର କରିଛନ୍ତି।

author-image
Manoj Swain

ୟୁପିଏସ୍‌ସି ଦ୍ବାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି। ମୟୂରଭଞ୍ଜର ପ୍ରଣିତା ଦାଶ ପରୀକ୍ଷାରେ ୪୨ତମ ସ୍ଥାନ ଅଧିକାର କରିଛନ୍ତି। ତେବେ କେଉଁ ଫରମୁଲାରେ ସେ ଏହି ସଫଳତା ପାଇଲେ ? କେତେ ଘଣ୍ଟା ପାଠ ପଢୁଥିଲେ ? କେମିତି ପଢୁଥିଲେ ? ସେ ବିଷୟରେ ଅଧିକ ଆଲୋଚନା କରିଛନ୍ତି ପ୍ରଣିତା ଦାଶ ।

Advertisment
Odisha UPSC