ଗୋଟିଏ ବହି ବାରମ୍ବାର ପଢି ଆଇଏଏସ୍ | HOW PRANITA CRACKED UPSC DISCUSSED WITH US | Odisha Reporter
Advertisment
ୟୁପିଏସ୍ସି ଦ୍ବାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି। ମୟୂରଭଞ୍ଜର ପ୍ରଣିତା ଦାଶ ପରୀକ୍ଷାରେ ୪୨ତମ ସ୍ଥାନ ଅଧିକାର କରିଛନ୍ତି। ତେବେ କେଉଁ ଫରମୁଲାରେ ସେ ଏହି ସଫଳତା ପାଇଲେ ? କେତେ ଘଣ୍ଟା ପାଠ ପଢୁଥିଲେ ? କେମିତି ପଢୁଥିଲେ ? ସେ ବିଷୟରେ ଅଧିକ ଆଲୋଚନା କରିଛନ୍ତି ପ୍ରଣିତା ଦାଶ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us