Advertisment

ବିଶିଷ୍ଟ ଉର୍ଦ୍ଦୁ କବି ସୋହେଲ ଅଖତରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଶିଷ୍ଟ ଉର୍ଦ୍ଦୁ କବି ସୋହେଲ ଅଖତରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ବର୍ଷ ହୋଇଥିଲା। ମଙ୍ଗଳବାର ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ସେ ଭୁବନେଶ୍ୱରରେ ରହୁଥିଲେ। ଉର୍ଦ୍ଦୁ ଜଗତରେ ସେ ଜଣେ ପ୍ରସିଦ୍ଧ କବି ଥିଲେ। ସାଏରୀ ରଚନାରେ ସେ ସିଦ୍ଧହସ୍ତ ଥିଲେ। ତାଙ୍କ ବିୟୋଗ ସମଗ୍ର ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ସେ ଅନେକ […]

ଅଦ୍ୟତନ ହୋଇଛି
ବିଶିଷ୍ଟ ଉର୍ଦ୍ଦୁ କବି ସୋହେଲ ଅଖତରଙ୍କ ପରଲୋକ

666677

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଶିଷ୍ଟ ଉର୍ଦ୍ଦୁ କବି ସୋହେଲ ଅଖତରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ବର୍ଷ ହୋଇଥିଲା।
ମଙ୍ଗଳବାର ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ସେ ଭୁବନେଶ୍ୱରରେ ରହୁଥିଲେ।
ଉର୍ଦ୍ଦୁ ଜଗତରେ ସେ ଜଣେ ପ୍ରସିଦ୍ଧ କବି ଥିଲେ। ସାଏରୀ ରଚନାରେ ସେ ସିଦ୍ଧହସ୍ତ ଥିଲେ। ତାଙ୍କ ବିୟୋଗ ସମଗ୍ର ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି ।
ସେ ଅନେକ ଓଡ଼ିଆ କବିତାକୁ ଉର୍ଦ୍ଦୁରେ ଅନୁବାଦ କରିଛନ୍ତି। ଅନେକ ଇଂରାଜୀ କବିତାକୁ ଉର୍ଦ୍ଦୁରେ ଏବଂ ଅନେକ ଉର୍ଦ୍ଦୁ କବିତାକୁ ଇଂରାଜୀରେ ଅନୁବାଦ କରିଛନ୍ତି।
ସେ ଜଣେ ସରଳ ଓ ଅମାୟିକ ବ୍ୟକ୍ତିଭାବେ ଜଣାଶୁଣା ଥିଲେ। ସେ ଅନେକ ପତ୍ରିକା ସହ ଜଡ଼ିତ ଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe