ଓଡ଼ିଶାରେ ବିଶ୍ବ ବିରଳ ବ୍ୟବସ୍ଥା |Bjp Questions 5T Secretary\'s Visit | Odisha Reporter
ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ବସୁଛନ୍ତି ଆଉ ୫ଟି ସଚିବ ଭିକେ ପାଣ୍ଡିଆନ ରାଜ୍ୟ ସାରା ବୁଲୁଛନ୍ତି। କହୁଛନ୍ତି ଆପଣଙ୍କ କଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ମୋତେ ପଠାଇଛନ୍ତି। ଲୋକଙ୍କ ଦ୍ବାରା ଗାଣତାନ୍ତ୍ରିକ ଉପାୟରେ ନିର୍ବାଚିତ ପ୍ରତିନିଧିଙ୍କୁ ଦେଖିବାକୁ ମିଳୁନି। ସାଂସଦ ଓ ବିଧାୟକ ବ୍ୟକ୍ତିଗତ ସଚିବଙ୍କ ପାଇଁ ମଞ୍ଚ ବାନ୍ଧୁଛନ୍ତି। ଆଜି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଟ୍ବିଟ୍ କରି ଅଭିଯୋଗ ଆଣିଛନ୍ତି। ସେପଟେ ଚାନ୍ଦବାଲି ବିଜେପି ନେତା ପ୍ରଶ୍ନ କଲେ କେମିତି ପାଣ୍ଡିଆନ ଚଢୁଛନ୍ତି ହେଲିକପ୍ଟର ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
