Advertisment

ଓଡ଼ିଶାରେ ବିଶ୍ବ ବିରଳ ବ୍ୟବସ୍ଥା

ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ବସୁଛନ୍ତି ଆଉ ପାଣ୍ଡିଆନ ରାଜ୍ୟ ସାରା ବୁଲୁଛନ୍ତି। କହୁଛନ୍ତି ଆପଣଙ୍କ କଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ମୋତେ ପଠାଇଛନ୍ତି। ଲୋକଙ୍କ ଦ୍ବାରା ଗାଣତାନ୍ତ୍ରିକ ଉପାୟରେ ନିର୍ବାଚିତ ପ୍ରତିନିଧିଙ୍କୁ ଦେଖିବାକୁ ମିଳୁନି।

Advertisment

ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ବସୁଛନ୍ତି ଆଉ ୫ଟି ସଚିବ ଭିକେ ପାଣ୍ଡିଆନ ରାଜ୍ୟ ସାରା ବୁଲୁଛନ୍ତି। କହୁଛନ୍ତି ଆପଣଙ୍କ କଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ମୋତେ ପଠାଇଛନ୍ତି। ଲୋକଙ୍କ ଦ୍ବାରା ଗାଣତାନ୍ତ୍ରିକ ଉପାୟରେ ନିର୍ବାଚିତ ପ୍ରତିନିଧିଙ୍କୁ ଦେଖିବାକୁ ମିଳୁନି। ସାଂସଦ ଓ ବିଧାୟକ ବ୍ୟକ୍ତିଗତ ସଚିବଙ୍କ ପାଇଁ ମଞ୍ଚ ବାନ୍ଧୁଛନ୍ତି। ଆଜି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଟ୍ବିଟ୍ କରି ଅଭିଯୋଗ ଆଣିଛନ୍ତି। ସେପଟେ ଚାନ୍ଦବାଲି ବିଜେପି ନେତା ପ୍ରଶ୍ନ କଲେ କେମିତି ପାଣ୍ଡିଆନ ଚଢୁଛନ୍ତି ହେଲିକପ୍ଟର ?

Advertisment
Vk Pandian Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe