Advertisment

'ଜମି ହଡ଼ପ ପାଇଁ ବେଦାନ୍ତ କରିଥିଲା ବଡ଼ ଷଡ଼ଯନ୍ତ୍ର'

ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରତି ସରକାରଙ୍କ ଅହେତୁକ ଅନୁକମ୍ପା କଥା ପଦାରେ ପଡିଛି। ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ତେବେ ସେଠାରେ ବେଦାନ୍ତକୁ ବିଶ୍ବବିଦ୍ୟାଳୟ କରିବା ପାଇଁ ସରକାର ଏତେ ପରିମାଣର ଜମି କ'ଣ ପାଇଁ ଦେଇଥିଲେ ?

author-image
Manoj Swain

ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରତି ସରକାରଙ୍କ ଅହେତୁକ ଅନୁକମ୍ପା କଥା ପଦାରେ ପଡିଛି। ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ତେବେ ସେଠାରେ ବେଦାନ୍ତକୁ ବିଶ୍ବବିଦ୍ୟାଳୟ କରିବା ପାଇଁ ସରକାର ଏତେ ପରିମାଣର ଜମି କ'ଣ ପାଇଁ ଦେଇଥିଲେ ? ଶିକ୍ଷାନୁଷ୍ଠାନ ସହ ଅନ୍ୟ କଣ କଣ ଯୋଜନା କରିଥିଲା ବେଦାନ୍ତ ? ଆରଟିଆଇରେ ତଥ୍ୟ ପାଇବା ପରେ କାହିଁକି ସରକାରଙ୍କ ନିଷ୍ପତ୍ତି ବିରୋଧରେ ଗତ ୨୦୦୬ ମସିହାରୁ ଲଢେଇ କରୁଥିଲେ ପୁରୀର ପୂର୍ବତନ ବିଧାୟକ ଉମା ବଲ୍ଲବ ରଥ ? ସରକାର ହାଇକୋର୍ଟଙ୍କ ରାୟ ପରେ କାହିଁକି ଗଲେ ସୁପ୍ରିମ କୋର୍ଟ। ଏ ସମ୍ପର୍କରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ଉମା ବଲ୍ଲବ ରଥ। 

Advertisment
Odisha Vedanta University