‘କଞ୍ଚା ଲଙ୍କା ଦର ଶୁଣିଲେ ରାଗ ଲାଗୁଛି’

ଆକାଶ ଛୁଆଁ ପରିବା ଦର । ସତେ ଯେପରି ବଲାଙ୍ଗିର ପରିବା ମାର୍କେଟରେ ଲାଗିଛି ମହଙ୍ଗା ନିଆଁ । କଞ୍ଚାଲଙ୍କା କିଲୋ ସେଞ୍ଚୁରୀ ପାର କରିଛି ।

Manoj Swain
  • Published: Monday, 03 July 2023
  • Updated: 03 July 2023, 04:02 PM IST

Sports

Latest News

ଆକାଶ ଛୁଆଁ ପରିବା ଦର । ସତେ ଯେପରି ବଲାଙ୍ଗିର ପରିବା ମାର୍କେଟରେ ଲାଗିଛି ମହଙ୍ଗା ନିଆଁ । ଟମାଟୋ କିଲୋ ସେଞ୍ଚୁରୀ ପାର କରିଛି । ଶହେରୁ ଶହେ କୋଡିଏ ଟଙ୍କାରେ ବିକ୍ରି ହେଉଛି ଲାଲ ଟହ ଟହ ଟମାଟୋ । କଞ୍ଚା ଲଙ୍କା ଦର ବି ଶହେ ପାର । ଫୁଲକୋବି ୮୦ଟଙ୍କା ଥିବା ବେଳେ, ବାଇଗଣ ଚାଳିଶ ଏବଂ ଭେଣ୍ଡି କିଲୋ ପଚାଶ ଟଙ୍କା । ହୁ ହୁ ହୋଇ ବଢୁଥିବା ପରିବା ଦରକୁ ନେଇ ଚିନ୍ତାରେ ଗ୍ରାହକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos