ଏଣିକି ଗାଡିରେ ଟ୍ରାକିଂ ଡିଭାଇସ ବାଧ୍ୟତାମୂଳକ | Odisha Reporter
ଏଣିକି ଗାଡ଼ିରେ ଲାଗିବ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ। ପାସେଞ୍ଜରଙ୍କ ପାଇଁ ଗାଡ଼ିରେ ରହିବ ପାନିକ ବଟନ। ଦିଗପହଣ୍ଡି ଦୁର୍ଘଟଣା ପରେ ଚେତିଲା ପରିବହନ ବିଭାଗ। ଖୁବଶୀଘ୍ର ନୂଆ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। ଆସନ୍ତା ସେପ୍ଟେମ୍ବରରୁ ଅଟୋ, ବାଇକ ଛଡ଼ା ସବୁ ଗାଡ଼ିରେ ଲାଗିବ ଭେହିକିଲ ଲୋକେସନ ଟ୍ରାକିଂ ଡିଭାଇସ ବା VLTD। ପାସେଞ୍ଜରଙ୍କ ପାଇଁ ଗାଡ଼ିରେ ପାନିକ ବଟନର ମଧ୍ୟ ବ୍ୟବସ୍ଥା ରହିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
