Advertisment

ଗିରଫ ଭୟରେ ଲୁଚିଛନ୍ତି ବିଦ୍ୟାଭାରତୀ!

ବିଦ୍ୟାଭାରତୀ ଏବେ କେଉଁଠି? କୁଆଡ଼େ ଗଲେ ଏହି ରହସ୍ୟମୟୀ? ବିଦ୍ୟାଭାରତୀଙ୍କୁ ଖୋଜି ପାଉନି ପୁଲିସ। କପ୍ତିପଦା ଗୌଡ଼ ଗାଁକୁ ୨ ଥର ଯାଇ ଖାଲି ହାତରେ ଫେରିଛି ପୁଲିସ। ବେତନାଟୀ ଅଫିସରେ ବି ନାହାନ୍ତି। ଜୁଲାଇ ୭ ତାରିଖରେ ହାଜର କରାଇବାକୁ କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ।

Odisha Acfo Soumya Death Mystery Odisha Forest Dept
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe