ସ୍କୁଲକୁ ଆସୁଥିବା ଚାଉଳ ଖାଇ ପ୍ରଧାନଶିକ୍ଷକ କୋଟିପତି
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସ୍କୁଲ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳକୁ ଚଳୁ କରିଦେଲେ ପ୍ରଧାନ ଶିକ୍ଷକ। ବେଆଇନ ଭାବେ ଏହି ଚାଉଳ ବିକ୍ରି କରି  ନିଜେ ରାତାରାତି ମାଲା ମାଲ ହୋଇଛନ୍ତି। ଏନେଇ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ  ଅଭିଯୋଗରେ ସୁନ୍ଦରଗଡ଼ କୁଆଁରମୁଣ୍ଡା ବ୍ଲକ୍ ଜଳଙ୍ଗବିରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରାମଲାଲ ତନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ରାମଲାଲଙ୍କ ଦୁଇଟି ଘର, ଶ୍ୱଶୁର ଘର ଓ  ଅଫିସରେ ଚଢାଉ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଏସପି ଦିଲ୍ଲୀପ କରଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି।
ପ୍ରଧାନଶିକ୍ଷକଙ୍କ ଘରୁ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।
https://youtu.be/9OQJ6OvAYTM
Ordigital Desk
• Published: Tuesday, 22 May 2018
• Updated: 22 May 2018, 09:49 AM IST
Sports
Latest News
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସ୍କୁଲ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳକୁ ଚଳୁ କରିଦେଲେ ପ୍ରଧାନ ଶିକ୍ଷକ। ବେଆଇନ ଭାବେ ଏହି ଚାଉଳ ବିକ୍ରି କରି  ନିଜେ ରାତାରାତି ମାଲା ମାଲ ହୋଇଛନ୍ତି। ଏନେଇ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ  ଅଭିଯୋଗରେ ସୁନ୍ଦରଗଡ଼ କୁଆଁରମୁଣ୍ଡା ବ୍ଲକ୍ ଜଳଙ୍ଗବିରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରାମଲାଲ ତନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ରାମଲାଲଙ୍କ ଦୁଇଟି ଘର, ଶ୍ୱଶୁର ଘର ଓ  ଅଫିସରେ ଚଢାଉ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଏସପି ଦିଲ୍ଲୀପ କରଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି।
ପ୍ରଧାନଶିକ୍ଷକଙ୍କ ଘରୁ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।
https://youtu.be/9OQJ6OvAYTM
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos