ଭିଜିଲାନ୍ସ ଜାଲରେ ସ୍କୁଲ ଶିକ୍ଷକ

<p>ରାୟଗଡ଼ା: ଭିଜିଲାନ୍ସ ଜାଲରେ ସ୍କୁଲ ଶିକ୍ଷକ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ତରଳବାଡ଼ି ଉ.ପ୍ରା. ବିଦ୍ୟାଳୟ ଶିକ୍ଷକ ଗଦାଧର ସାହୁଅଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଗଦାଧରଙ୍କଠାରୁ ମିଳିଥିବା ସମ୍ପତ୍ତିର ମୂଲ୍ୟ ଜଣାପଡ଼ି ନାହିଁ।</p> <p>ସୂଚନାଯୋଗ୍ୟ, ଗତ ତିନିଦଳ ତଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ସଇଁତଳା କନ୍ୟାଶ୍ରମର ପ୍ରଧାନଶିକ୍ଷକ ଭୂଗୋଳ ବନଗୁଲାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଭୂଗୋଳଙ୍କ ନିଜ ଘର, ପାଟଣାଗଡ଼ ବାସଭବନ ଓ ୩ଟି ଜାଗାରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା।</p>

Ordigital Desk
  • Published: Saturday, 21 October 2017
  • Updated: 21 October 2017, 02:21 PM IST
<p>ରାୟଗଡ଼ା: ଭିଜିଲାନ୍ସ ଜାଲରେ ସ୍କୁଲ ଶିକ୍ଷକ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ତରଳବାଡ଼ି ଉ.ପ୍ରା. ବିଦ୍ୟାଳୟ ଶିକ୍ଷକ ଗଦାଧର ସାହୁଅଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଗଦାଧରଙ୍କଠାରୁ ମିଳିଥିବା ସମ୍ପତ୍ତିର ମୂଲ୍ୟ ଜଣାପଡ଼ି ନାହିଁ।</p><p>ସୂଚନାଯୋଗ୍ୟ, ଗତ ତିନିଦଳ ତଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ସଇଁତଳା କନ୍ୟାଶ୍ରମର ପ୍ରଧାନଶିକ୍ଷକ ଭୂଗୋଳ ବନଗୁଲାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଭୂଗୋଳଙ୍କ ନିଜ ଘର, ପାଟଣାଗଡ଼ ବାସଭବନ ଓ ୩ଟି ଜାଗାରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos