Advertisment

ଭିଜିଲାନ୍ସ ଜାଲରେ ସ୍କୁଲ ଶିକ୍ଷକ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ସ୍କୁଲ ଶିକ୍ଷକ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ତରଳବାଡ଼ି ଉ.ପ୍ରା. ବିଦ୍ୟାଳୟ ଶିକ୍ଷକ ଗଦାଧର ସାହୁଅଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଗଦାଧରଙ୍କଠାରୁ ମିଳିଥିବା ସମ୍ପତ୍ତିର ମୂଲ୍ୟ ଜଣାପଡ଼ି ନାହିଁ।

ସୂଚନାଯୋଗ୍ୟ, ଗତ ତିନିଦଳ ତଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ସଇଁତଳା କନ୍ୟାଶ୍ରମର ପ୍ରଧାନଶିକ୍ଷକ ଭୂଗୋଳ ବନଗୁଲାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଭୂଗୋଳଙ୍କ ନିଜ ଘର, ପାଟଣାଗଡ଼ ବାସଭବନ ଓ ୩ଟି ଜାଗାରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe