Advertisment

ବରିଷ୍ଠ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ବରିଷ୍ଠ ଅଧିକାରୀ । Director Of Factories and Boilers Odisha ର  ଡେପୁଟି ଡାଇରେର ରମେଶ ଚନ୍ଦ୍ର ବେହେରାଙ୍କ ଭୁବନେଶ୍ୱରସ୍ଥିତ ଘରେ ଚାଲିଛି ଭିଜିଲାନ୍ସ ଚଢାଉ । ରମେଶଙ୍କ ଅଫିସ୍ ସମେତ ୬ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ୱର, କଟକ, ଯାଜପୁର, ପୁଡୁଚେରୀରେ ଥିବା ଘରେ ରେଡ୍ ଚାଲିଛି। ରମେଶ ସପରିବାରେ ବହୁବାର ବିଦେଶ ଗସ୍ତ କରିଥିବା […]

ଅଦ୍ୟତନ ହୋଇଛି
ବରିଷ୍ଠ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ

vigilance-1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ବରିଷ୍ଠ ଅଧିକାରୀ । Director Of Factories and Boilers Odisha ର  ଡେପୁଟି ଡାଇରେର ରମେଶ ଚନ୍ଦ୍ର ବେହେରାଙ୍କ ଭୁବନେଶ୍ୱରସ୍ଥିତ ଘରେ ଚାଲିଛି ଭିଜିଲାନ୍ସ ଚଢାଉ ।

Advertisment

ରମେଶଙ୍କ ଅଫିସ୍ ସମେତ ୬ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ୱର, କଟକ, ଯାଜପୁର, ପୁଡୁଚେରୀରେ ଥିବା ଘରେ ରେଡ୍ ଚାଲିଛି। ରମେଶ ସପରିବାରେ ବହୁବାର ବିଦେଶ ଗସ୍ତ କରିଥିବା ନେଇ ମଧ୍ୟ ସୂଚନା ମିଳିଛି।

Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe