ସିଟି ସ୍କୁଲର କୋଟିପତି ଶିକ୍ଷୟିତ୍ରୀଙ୍କ ଘରେ ରେଡ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଭୁବନେଶ୍ୱରସ୍ଥିତ ସିଟି ସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ହୋଇଛି। ତାଙ୍କ ନାଁ ତିଳୋତ୍ତମା ମହାନ୍ତି ବୋଲି ଜଣାପଡ଼ିଛି। ସେ ୟୁନିଟ-୬ ସ୍ଥିତ ସିଟି ସ୍କୁଲ୍‌ରେ ଅଛନ୍ତି।    ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ଏକକାଳୀନ ୩ଟି ସ୍ଥାନରେ ଏହି ରେଡ୍ ହୋଇଛି। ଚଢ଼ଉ ବେଳେ ତାଙ୍କର ୯ଟି ପ୍ଲଟ, ୨ଟି ଘର ଓ ବ୍ୟାଙ୍କ ବାଲାନ୍ସ ସହ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ […]

teacher-1..1

teacher-1..1

Niharika Rout
  • Published: Thursday, 03 October 2019
  • Updated: 03 October 2019, 12:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଭୁବନେଶ୍ୱରସ୍ଥିତ ସିଟି ସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ହୋଇଛି। ତାଙ୍କ ନାଁ ତିଳୋତ୍ତମା ମହାନ୍ତି ବୋଲି ଜଣାପଡ଼ିଛି। ସେ ୟୁନିଟ-୬ ସ୍ଥିତ ସିଟି ସ୍କୁଲ୍‌ରେ ଅଛନ୍ତି।   

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ଏକକାଳୀନ ୩ଟି ସ୍ଥାନରେ ଏହି ରେଡ୍ ହୋଇଛି। ଚଢ଼ଉ ବେଳେ ତାଙ୍କର ୯ଟି ପ୍ଲଟ, ୨ଟି ଘର ଓ ବ୍ୟାଙ୍କ ବାଲାନ୍ସ ସହ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଜଣାପଡ଼ିଛି। ଏତେ ଟଙ୍କାର ସମ୍ପତ୍ତି ଶିକ୍ଷୟିତ୍ରୀ କିପରି ଠୁଳ କଲେ, ତାହାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story