ଅଦ୍ୟତନ ହୋଇଛି
teacher-1..1
Advertisment
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ସିଟି ସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କ ଘରେ ଆଜିଭିଜିଲାନ୍ସ ରେଡ୍ ହୋଇଛି। ତାଙ୍କ ନାଁ ତିଳୋତ୍ତମା ମହାନ୍ତି ବୋଲି ଜଣାପଡ଼ିଛି। ସେ ୟୁନିଟ-୬ ସ୍ଥିତ ସିଟି ସ୍କୁଲ୍ରେ ଅଛନ୍ତି।
Advertisment
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ଏକକାଳୀନ ୩ଟି ସ୍ଥାନରେ ଏହି ରେଡ୍ ହୋଇଛି। ଚଢ଼ଉ ବେଳେ ତାଙ୍କର ୯ଟି ପ୍ଲଟ, ୨ଟି ଘର ଓ ବ୍ୟାଙ୍କ ବାଲାନ୍ସ ସହ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଜଣାପଡ଼ିଛି। ଏତେ ଟଙ୍କାର ସମ୍ପତ୍ତି ଶିକ୍ଷୟିତ୍ରୀ କିପରି ଠୁଳ କଲେ, ତାହାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/teacher-1..1.jpg)