/odisha-reporter/media/post_attachments/uploads/2020/10/house-1.jpg)
house
ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ଆୟ ବହର୍ଭୁତ ସମ୍ପତି ଠୁଳ ମାମଲାରେ ଅଧ୍ୟାପକ ଜି.ନାଗେଶ୍ୱର ରାଓଙ୍କ ଘରେ ଆଜି ଭିଜିଲାନ୍ସ ଚଢଉ ହୋଇଛି। ଅଧ୍ୟାପକଙ୍କ ପାରଳାଖେମୁଣ୍ଡି ରଧାଗୋବିନ୍ଦ ନଗର ବାସଭବନ ସମେତ ୬ ଟି ଜାଗାରେ ଚଢଉ ଚାଲିଛି।
Advertisment
/odisha-reporter/media/post_attachments/wp-content/uploads/2020/10/money.jpg)
ନାଗେଶ୍ୱର ବର୍ତ୍ତମାନ ଗଜପତି ଜିଲ୍ଲା ଗୁରାଣ୍ଡି ସ୍ତିତ୍ ମିନକେତନ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ଘରୁ୧ କୋଟି ମୂଲ୍ୟର ସମ୍ପତ୍ତି ଠାବ କରାଯାଇଛି। ଏହାଶହ ୩୧ଲକ୍ଷ ନଗଦ ଜବତ କରାଯାଇଛି। ସୁନାଗହଣା ମଧ୍ୟ ଜବତ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
