Advertisment

ଭିଜିଲାନ୍ସ ଜାଲରେ କୋଟିପତି ଅଧ୍ୟାପକ

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ଆୟ ବହର୍ଭୁତ ସମ୍ପତି ଠୁଳ ମାମଲାରେ ଅଧ୍ୟାପକ ଜି.ନାଗେଶ୍ୱର ରାଓଙ୍କ ଘରେ ଆଜି ଭିଜିଲାନ୍ସ ଚଢଉ ହୋଇଛି। ଅଧ୍ୟାପକଙ୍କ ପାରଳାଖେମୁଣ୍ଡି ରଧାଗୋବିନ୍ଦ ନଗର ବାସଭବନ ସମେତ ୬ ଟି ଜାଗାରେ ଚଢଉ ଚାଲିଛି। ନାଗେଶ୍ୱର ବର୍ତ୍ତମାନ ଗଜପତି ଜିଲ୍ଲା ଗୁରାଣ୍ଡି ସ୍ତିତ୍ ମିନକେତନ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ଘରୁ୧ କୋଟି ମୂଲ୍ୟର  ସମ୍ପତ୍ତି ଠାବ କରାଯାଇଛି। ଏହାଶହ ୩୧ଲକ୍ଷ ନଗଦ ଜବତ କରାଯାଇଛି। ସୁନାଗହଣା ମଧ୍ୟ ଜବତ କରାଯାଇଛି।

ଅଦ୍ୟତନ ହୋଇଛି
ଭିଜିଲାନ୍ସ ଜାଲରେ କୋଟିପତି ଅଧ୍ୟାପକ

house

Advertisment

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ଆୟ ବହର୍ଭୁତ ସମ୍ପତି ଠୁଳ ମାମଲାରେ ଅଧ୍ୟାପକ ଜି.ନାଗେଶ୍ୱର ରାଓଙ୍କ ଘରେ ଆଜି ଭିଜିଲାନ୍ସ ଚଢଉ ହୋଇଛି। ଅଧ୍ୟାପକଙ୍କ ପାରଳାଖେମୁଣ୍ଡି ରଧାଗୋବିନ୍ଦ ନଗର ବାସଭବନ ସମେତ ୬ ଟି ଜାଗାରେ ଚଢଉ ଚାଲିଛି।

Advertisment

publive-image

ନାଗେଶ୍ୱର ବର୍ତ୍ତମାନ ଗଜପତି ଜିଲ୍ଲା ଗୁରାଣ୍ଡି ସ୍ତିତ୍ ମିନକେତନ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ଘରୁ୧ କୋଟି ମୂଲ୍ୟର  ସମ୍ପତ୍ତି ଠାବ କରାଯାଇଛି। ଏହାଶହ ୩୧ଲକ୍ଷ ନଗଦ ଜବତ କରାଯାଇଛି। ସୁନାଗହଣା ମଧ୍ୟ ଜବତ କରାଯାଇଛି।

Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe