ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ତାଙ୍କର ଅନେକ ଅଚଳାଚଳ ସଂପତ୍ତି ଠାବ କରାଯାଇଛି। ଚଢ଼ାଉ ବେଳେ ତାଙ୍କ ଘରୁ ୩୮ ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା ଠାବ କରାଯାଇଛି। କଟକ ଓ ଭୁବନେଶ୍ୱରର ପ୍ରମୁଖ ସ୍ଥାନ ଗୁଡ଼ିକରେ ତାଙ୍କର ୭ଟି ପ୍ଲଟ୍ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ରାଜଧାନୀରୁ ଧରାପଡିଲେ ନକଲି ବିଏମସି ଅଧିକାରିଣୀ
ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୋକଙ୍କୁ ଡରାଇ ଧମକାଇ ଟଙ୍କା ଆଦାୟ କରି ଆତଙ୍କ ସୃଷ୍ଟି କରିଥିବା ଲେଡି ଡନଙ୍କୁ ବାନ୍ଧିଛି ପୁଲିସ। ବଟି ଦିଅ ନହେଲେ ଆଗକୁ ଯାହା ହେବ ବୁଝିବ। ଖୁଲମ ଖୁଲ୍ଲା ପବ୍ଲିକକୁ ଧମକାଉଥିବା ଇଏ ହେଉଛି ରାଜଧାନୀର ବଙ୍ଗାଳି ଦିଦି ନାଁରେ ଆତଙ୍କ ଖେଳାଇଥିବା ଲେଡି ଡନ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ବ୍ୟବସାୟୀଙ୍କୁ ଧମକାଇ ବଟି ଆଦାୟ କରେ।
Odisha
ମେୟରଙ୍କୁ ତାତ୍ସଲ୍ୟ କଲେ ଦେବାଶିଷ
କଟକରେ ଦୁଇ ବିଜେଡି ନେତା ମୁହାଁମୁହିଁ । ଶ୍ରେୟ ରାଜନୀତିରେ ସୁବାସ ବନାମ ଦେବାଶିଷ ଲଢେଇ। କାହା ପାଇଁ ହେଉଛି ପେଟାନାଳ ପୁନରୁଦ୍ଧାର । ପେଟାନାଳକୁ ନେଇ ଆରମ୍ଭ ହୋଇଛି ରାଜନୀତି ।
Odisha
‘ବାହାନଗାରେ ବିଶ୍ୱ ଶାନ୍ତି ମହାଯଜ୍ଞ’
ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ଆୟୋଜିତ ହେଉଛି ସର୍ବଧର୍ମ ପ୍ରାର୍ଥନା ସଭା ଓ ସମୂହ ଶ୍ରଦ୍ଧାଞ୍ଜଳି।