ଭିଜିଲାନ୍ସ ଜାଲରେ ଧଉଳି ଥାନା ଆଇଆଇସି ଦେବ ପ୍ରସାଦ ଦାସ

ଭୁବନେଶ୍ୱର : ଧଉଳି ଥାନା ଆଇଆଇସି ଦେବ ପ୍ରସାଦ ଦାସଙ୍କୁ ଭିଜିଲାନ୍ସ ପୋଲିସ ଆଜି ଗିରଫ କରିଛି ।  ଏକ ମାମଲାର ସହାୟତା ପାଇଁ ଆଇଆଇସି ଦେବ ପ୍ରସାଦ ଜଣେ ବ୍ୟକ୍ତିଙ୍କ ଠାରୁ  ୧୦ ହଜାର ଟଙ୍କା  ଲାଞ୍ଚ ନେଉଥିବା ସମୟରେ  ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।

dps

dps

Rakesh Mallick
  • Published: Friday, 22 May 2015
  • Updated: 22 May 2015, 08:07 AM IST

Sports

Latest News

IMG-20150522-WA0008ଦେବପ୍ରସାଦଙ୍କୁ  ଭିଜିଲାନ୍ସ ଅଫିସ ଅଣାଯାଇ ପଚ଼ରା ଉଚରା  କରାଯାଉଛି । ସେହିଭଳି ଦେବପ୍ରସାଦଙ୍କ ପୋଖରୀପୁଟ ସ୍ଥିତ ପ୍ଲଟ ନମ୍ବର ୫୫୧/୧୩୬୧ ବାସଭବନରେ ଭିଜିଲାନ୍ସ ରେଡ୍ ଜାରି ରହିଛି । ତଦନ୍ତ ବେଳେ ଭିଜିଲାନ୍ସ ଅଧିକାରୀ ମାନେ ଆୟ ବହିରଭୂତ ସମ୍ପତ୍ତିର ସୂଚନା ପାଇଛନ୍ତି । ତେବେ ରେଡ୍ ଜାରି ରହିଥିବାରୁ ଭିଜିଲାନ୍ସ ଅଧିକାରୀ ମାନେ ସବିବିଶେଷ ତଥ୍ୟ ଦେଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story