Advertisment

ଭିଜିଲାନ୍ସ ଜାଲରେ ଧଉଳି ଥାନା ଆଇଆଇସି ଦେବ ପ୍ରସାଦ ଦାସ

ଭୁବନେଶ୍ୱର : ଧଉଳି ଥାନା ଆଇଆଇସି ଦେବ ପ୍ରସାଦ ଦାସଙ୍କୁ ଭିଜିଲାନ୍ସ ପୋଲିସ ଆଜି ଗିରଫ କରିଛି ।  ଏକ ମାମଲାର ସହାୟତା ପାଇଁ ଆଇଆଇସି ଦେବ ପ୍ରସାଦ ଜଣେ ବ୍ୟକ୍ତିଙ୍କ ଠାରୁ  ୧୦ ହଜାର ଟଙ୍କା  ଲାଞ୍ଚ ନେଉଥିବା ସମୟରେ  ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।

ଅଦ୍ୟତନ ହୋଇଛି
ଭିଜିଲାନ୍ସ ଜାଲରେ ଧଉଳି ଥାନା ଆଇଆଇସି ଦେବ ପ୍ରସାଦ ଦାସ

dps

Advertisment

ଭୁବନେଶ୍ୱର : ଧଉଳି ଥାନା ଆଇଆଇସି ଦେବ ପ୍ରସାଦ ଦାସଙ୍କୁ ଭିଜିଲାନ୍ସ ପୋଲିସ ଆଜି ଗିରଫ କରିଛି ।  ଏକ ମାମଲାର ସହାୟତା ପାଇଁ ଆଇଆଇସି ଦେବ ପ୍ରସାଦ ଜଣେ ବ୍ୟକ୍ତିଙ୍କ ଠାରୁ  ୧୦ ହଜାର ଟଙ୍କା  ଲାଞ୍ଚ ନେଉଥିବା ସମୟରେ  ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।

Advertisment

IMG-20150522-WA0008ଦେବପ୍ରସାଦଙ୍କୁ  ଭିଜିଲାନ୍ସ ଅଫିସ ଅଣାଯାଇ ପଚ଼ରା ଉଚରା  କରାଯାଉଛି । ସେହିଭଳି ଦେବପ୍ରସାଦଙ୍କ ପୋଖରୀପୁଟ ସ୍ଥିତ ପ୍ଲଟ ନମ୍ବର ୫୫୧/୧୩୬୧ ବାସଭବନରେ ଭିଜିଲାନ୍ସ ରେଡ୍ ଜାରି ରହିଛି । ତଦନ୍ତ ବେଳେ ଭିଜିଲାନ୍ସ ଅଧିକାରୀ ମାନେ ଆୟ ବହିରଭୂତ ସମ୍ପତ୍ତିର ସୂଚନା ପାଇଛନ୍ତି । ତେବେ ରେଡ୍ ଜାରି ରହିଥିବାରୁ ଭିଜିଲାନ୍ସ ଅଧିକାରୀ ମାନେ ସବିବିଶେଷ ତଥ୍ୟ ଦେଇନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe