ଗୁପ୍ତଧନ ସନ୍ଧାନରେ ତନ୍ତ୍ର ସାଧନା କରୁଥିଲେ, ଧରା ପଡ଼ିଗଲେ

ଧର୍ମଗଡ(ଇଙ୍ଗିତ ପଣ୍ଡା): ଗୁପ୍ତଧନ ପାଇବା ପାଇଁ ଗାଁ ମୁଣ୍ଡରେ ଚାଲିଥିଲା ତନ୍ତ୍ର ସାଧନା। ଗ୍ରାମବାସୀ ମିଳିତ ଭାବରେ ଚଢଉ କରି ୨ ଜଣଙ୍କୁ କାବୁ କରିଥିବା ବେଳେ  ଘଟଣାସ୍ଥଳରୁ ୭ ଜଣ ଫେରାର ହୋଇଯାଇଛନ୍ତି। ଅଟକ ଦୁଇ ଜଣ ହେଲେ ଯୋଗେଶ୍ୱର ବଚ୍ଛା ଓ ଶରତ ଖରସେଲ। ଆଜି ସକାଳେ ଧର୍ମଗଡ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ଅଟକ ୨ ଜଣଙ୍କୁ ଥାନାକୁ ନେଇ ତଦନ୍ତ  ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ମଧ୍ୟରାତ୍ରୀରେ କିଛିଲୋକ ଏକତ୍ରୀତ […]

black

black

Tapaswini Nayak
  • Published: Tuesday, 03 November 2020
  • Updated: 03 November 2020, 01:16 PM IST

Sports

Latest News

ଧର୍ମଗଡ(ଇଙ୍ଗିତ ପଣ୍ଡା): ଗୁପ୍ତଧନ ପାଇବା ପାଇଁ ଗାଁ ମୁଣ୍ଡରେ ଚାଲିଥିଲା ତନ୍ତ୍ର ସାଧନା। ଗ୍ରାମବାସୀ ମିଳିତ ଭାବରେ ଚଢଉ କରି ୨ ଜଣଙ୍କୁ କାବୁ କରିଥିବା ବେଳେ  ଘଟଣାସ୍ଥଳରୁ ୭ ଜଣ ଫେରାର ହୋଇଯାଇଛନ୍ତି। ଅଟକ ଦୁଇ ଜଣ ହେଲେ ଯୋଗେଶ୍ୱର ବଚ୍ଛା ଓ ଶରତ ଖରସେଲ। ଆଜି ସକାଳେ ଧର୍ମଗଡ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ଅଟକ ୨ ଜଣଙ୍କୁ ଥାନାକୁ ନେଇ ତଦନ୍ତ  ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ମଧ୍ୟରାତ୍ରୀରେ କିଛିଲୋକ ଏକତ୍ରୀତ ହୋଇ ସ୍ଥାନୀୟ ଜମିରେ ଗୋଟିଏ ଖାଲ ଖୋଳୁଥିବା କିଛି ଚାଷୀ ଦେଖିବାକୁ ପାଇଥିଲେ। ପରେ ଏନେଇ ଖବର ପାଇ ଗାଁ  ଲୋକ ଏକତ୍ରୀତ ହୋଇ ଚଢଉ କରିଥିଲେ । ତେବେ ଗ୍ରାମବାସୀଙ୍କୁ ଦେଖି ସେଠାରେ ଥିବା ୯ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ କାବୁ କରିଥିଲେ ଗ୍ରାମବାସୀ । ସେଠାରେ ସେମାନେ ରଖିଥିବା ତନ୍ତ୍ରସାଧାନ ବିଦ୍ୟାବହି, ହାଡ,ମାଳ ଓ ସାଧନା ପାଇଁ ଆବଶ୍ୟକ ଆପତ୍ତିଜନକ ସାମଗ୍ରୀ ଦେଖିବା ପରେ ରାତ୍ରୀ ତମାମ ଦୁଇଜଣକୁ ଅଟକ ରଖି ପୁଲିସ୍‌କୁ ଖବର ଦେଇଥିଲେ ଗ୍ରାମବାସୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story