କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ || Army Jawan Final Rites Held In Bolangir || Odisha Reporter
କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ
ଦେଶର ରକ୍ଷା ପାଇଁ ସେନାରେ ଭର୍ତ୍ତି ହୋଇଥିଲେ। ଏଥିପାଇଁ ପୂରା ଗାଁ ବି ଗର୍ବ କରୁଥୁଲା।ହେଲେ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇ ଜୀବନ ଚାଲିଯିବା ପରେ ଏବେ ଗାଁରେ ଖେଳାଇ ଦେଇଛି ଶୋକର ଛାୟା। ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକରେ ଦେଖିବାକୁ ମିଲିଛି ଏପରି ଦୃଶ୍ୟ। ଯାହାକୁ ନେଇ ସ୍ତବ୍ଧ ହୋଇପଡ଼ିଛି ପୂରା ଗାଁ।
ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ!
Be the first to get exclusive offers and the latest news
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
