Advertisment

କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

ଦେଶର ରକ୍ଷା ପାଇଁ ସେନାରେ ଭର୍ତ୍ତି ହୋଇଥିଲେ। ଏଥିପାଇଁ ପୂରା ଗାଁ ବି ଗର୍ବ କରୁଥୁଲା।ହେଲେ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇ ଜୀବନ ଚାଲିଯିବା ପରେ ଏବେ ଗାଁରେ ଖେଳାଇ ଦେଇଛି ଶୋକର ଛାୟା। ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକରେ ଦେଖିବାକୁ ମିଲିଛି ଏପରି ଦୃଶ୍ୟ। ଯାହାକୁ ନେଇ ସ୍ତବ୍‌ଧ ହୋଇପଡ଼ିଛି ପୂରା ଗାଁ।

Odisha Indian Army Cancer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe