ଏ ଦୃଶ୍ୟ ହେଉଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକର ଟିକିରା ନଦୀ କୂଳର। ଦୃଶ୍ୟ ଦେଖିଲେ ଲାଗୁଛି ନଦୀ ଭିତିରେ ଚୁଆ ଖୋଳିବାର ପ୍ରତିଯୋଗିତା ଚାଲିଛି। ମାତ୍ର ପାନୀୟ ଜଳ ସଂଗ୍ରହ ପାଇଁ ଲୋକ ଏଠି ସଙ୍ଘର୍ଷ କରୁଛନ୍ତି। ନଦୀ ଭିତରେ ଚୁଆ ଖୋଳି ପିଇବା ପାଣି ନେଉଛନ୍ତି। କିଏ ଗରା ବାଲଟିରେ ତ ଆଉ କିଏ ଶଗଡ଼ ଗାଡିରେ ପାଣି ବୋହି ନେଉଛି। କାରଣ ପାନୀୟ ଜଳ ପାଇଁ ଲୋକ ନଦୀକୁ ବାରମ୍ବାର ଆସି ପାରିବେନି। ଜଳ ସଂଗ୍ରହ ପାଇଁ ନଦୀକୁ ଆସିବାକୁ ହେଲେ ପ୍ରାୟ ୨ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ପୁଅ ପାଇଁ ବାପା ଗଢିଲେ ସ୍ୱର୍ଗଦ୍ୱାର
ପୁଅର ସ୍ମୃତିକୁ ମନେ ରଖିବାକୁ ଯାଇ ନିଜ ପେନସନ ଟଙ୍କାରେ ଗାଁ'ରେ ନିର୍ମାଣ କରିଛନ୍ତି ସ୍ୱର୍ଗଦ୍ୱାର।
Odisha
ଗ୍ରାମବାସୀଙ୍କୁ ଚୁଆ ପାଣି ଭରସା
କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିକଳ ଚିତ୍ର। ବାଲିଗୁଡ଼ା ସହର ନିକଟ ଗୁଂଜୁଲିପଡ଼ି ଆଦିବାସୀ ଗାଁରେ ପିଇବା ପାଣିର ଘୋର ସମସ୍ୟା। ଚୁଆ ପାଣି ଉପରେ ନିର୍ଭର ଯୋଗ୍ୟ ଶତାଧିକ ଲୋକ। ନଦୀ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି।
Odisha
‘ସିଧାସଳଖ ଘର ଦିଅ’
‘ସିଧାସଳଖ ଘର ଦିଅ’। ମୋ ଘର ଯୋଜନାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ନେତା ସୁର ରାଉତରାୟ। ତେବେ ଏହା ସହ ଅଧିକ କଣ କହୁଛନ୍ତି ଶୁଣନ୍ତୁ।
Odisha
ପାଣ୍ଡିଆନଙ୍କୁ ‘ଆମ ପ୍ରିୟ ମୁଖ୍ୟମନ୍ତ୍ରୀ’ କହିଲେ ବିଜେଡି ସାଂସଦ ପ୍ରମିଳା ବିଶୋୟୀ
5T ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନଙ୍କୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିଛନ୍ତି ବିଜେଡି ସାଂସଦ ପ୍ରମିଳା ବିଶୋୟୀ।