ବଂଚିବା ପାଇଁ ଇଏ କି ପ୍ରତିଯୋଗିତା ? | Odisha Reporter
Advertisment
ଏ ଦୃଶ୍ୟ ହେଉଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକର ଟିକିରା ନଦୀ କୂଳର। ଦୃଶ୍ୟ ଦେଖିଲେ ଲାଗୁଛି ନଦୀ ଭିତିରେ ଚୁଆ ଖୋଳିବାର ପ୍ରତିଯୋଗିତା ଚାଲିଛି। ମାତ୍ର ପାନୀୟ ଜଳ ସଂଗ୍ରହ ପାଇଁ ଲୋକ ଏଠି ସଙ୍ଘର୍ଷ କରୁଛନ୍ତି। ନଦୀ ଭିତରେ ଚୁଆ ଖୋଳି ପିଇବା ପାଣି ନେଉଛନ୍ତି। କିଏ ଗରା ବାଲଟିରେ ତ ଆଉ କିଏ ଶଗଡ଼ ଗାଡିରେ ପାଣି ବୋହି ନେଉଛି। କାରଣ ପାନୀୟ ଜଳ ପାଇଁ ଲୋକ ନଦୀକୁ ବାରମ୍ବାର ଆସି ପାରିବେନି। ଜଳ ସଂଗ୍ରହ ପାଇଁ ନଦୀକୁ ଆସିବାକୁ ହେଲେ ପ୍ରାୟ ୨ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us