Advertisment

ଗ୍ରାମବାସୀଙ୍କୁ ଚୁଆ ପାଣି ଭରସା

କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିକଳ ଚିତ୍ର। ବାଲିଗୁଡ଼ା ସହର ନିକଟ ଗୁଂଜୁଲିପଡ଼ି ଆଦିବାସୀ ଗାଁରେ ପିଇବା ପାଣିର ଘୋର ସମସ୍ୟା। ଚୁଆ ପାଣି ଉପରେ ନିର୍ଭର ଯୋଗ୍ୟ ଶତାଧିକ ଲୋକ। ନଦୀ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି।

author-image
Manoj Swain
ଅଦ୍ୟତନ ହୋଇଛି

କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିକଳ ଚିତ୍ର। ବାଲିଗୁଡ଼ା ସହର ନିକଟ ଗୁଂଜୁଲିପଡ଼ି ଆଦିବାସୀ ଗାଁରେ ପିଇବା ପାଣିର ଘୋର ସମସ୍ୟା। ଚୁଆ ପାଣି ଉପରେ ନିର୍ଭର କରନ୍ତି ଶତାଧିକ ଲୋକ। ନଦୀ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। 

Advertisment
Odisha Drinking Water Problem