କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିକଳ ଚିତ୍ର। ବାଲିଗୁଡ଼ା ସହର ନିକଟ ଗୁଂଜୁଲିପଡ଼ି ଆଦିବାସୀ ଗାଁରେ ପିଇବା ପାଣିର ଘୋର ସମସ୍ୟା। ଚୁଆ ପାଣି ଉପରେ ନିର୍ଭର କରନ୍ତି ଶତାଧିକ ଲୋକ। ନଦୀ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି।