ପିଡିଏସ୍‌ ବଣ୍ଟନକୁ ନେଇ ଉତ୍ତେଜନା: ସରପଞ୍ଚଙ୍କ କଥା ଶୁଣିଲେନି ସେଲ୍‌ସମ୍ୟାନ୍‌ ଓ ନାଏବ ସରପଞ୍ଚ

ଖଡ଼ିଆଳ (କୁନାଲ ଚରଣ ବେହେରା): ଗାଁ ଗାଁରେ ପହଞ୍ଚାଇବି ପିଡିଏସ୍‌ ସାମଗ୍ରୀ। ପଞ୍ଚାୟତ ନିର୍ବାଚନ ବେଳେ ଏମିତି ପ୍ରତିଶ୍ରୁତି ଦେଇଥିଲେ ନବ ନିର୍ବାଚିତ ସରପଞ୍ଚ। ହେଲେ ଏବେ ସେ ସମ୍ପୂର୍ଣ୍ଣ ଅସହାୟ। ତାଙ୍କ କଥା ନା ନାଏବ ସରପଞ୍ଚ ଶୁଣୁଛନ୍ତି ନା ପିଡିଏସ୍‌ ବଣ୍ଟନ କରୁଥିବା ସେଲ୍‌ସମ୍ୟାନ୍‌। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସରପଞ୍ଚଙ୍କ ଆଗରେ ନାଏବ ସରପଞ୍ଚ ଓ ସେଲ୍‌ସମ୍ୟାନ୍‌ ସହିତ ଲୋକଙ୍କ ଧସ୍ତାଧସ୍ତି ହୋଇଥିଲା। ଆଜି ଏପରି ଚିତ୍ର ନୂଆପଡ଼ା ଜିଲ୍ଲା ଖଡ଼ିଆଳ […]

Nuapada

Nuapada

Manoranjan Sial
  • Published: Tuesday, 19 April 2022
  • Updated: 19 April 2022, 07:31 PM IST

Sports

Latest News

ଖଡ଼ିଆଳ (କୁନାଲ ଚରଣ ବେହେରା): ଗାଁ ଗାଁରେ ପହଞ୍ଚାଇବି ପିଡିଏସ୍‌ ସାମଗ୍ରୀ। ପଞ୍ଚାୟତ ନିର୍ବାଚନ ବେଳେ ଏମିତି ପ୍ରତିଶ୍ରୁତି ଦେଇଥିଲେ ନବ ନିର୍ବାଚିତ ସରପଞ୍ଚ। ହେଲେ ଏବେ ସେ ସମ୍ପୂର୍ଣ୍ଣ ଅସହାୟ। ତାଙ୍କ କଥା ନା ନାଏବ ସରପଞ୍ଚ ଶୁଣୁଛନ୍ତି ନା ପିଡିଏସ୍‌ ବଣ୍ଟନ କରୁଥିବା ସେଲ୍‌ସମ୍ୟାନ୍‌। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସରପଞ୍ଚଙ୍କ ଆଗରେ ନାଏବ ସରପଞ୍ଚ ଓ ସେଲ୍‌ସମ୍ୟାନ୍‌ ସହିତ ଲୋକଙ୍କ ଧସ୍ତାଧସ୍ତି ହୋଇଥିଲା। ଆଜି ଏପରି ଚିତ୍ର ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ମଣ୍ଡୋସିଲ ପଞ୍ଚାୟତରେ ଦେଖିବାକୁ ମିଳିଛି।

ପୂରା ଘଟଣା ଏମିତି। ଗାଁ ଗାଁରେ ପିଡିଏସ୍‌ ଚାଉଳ ପହଞ୍ଚାଇବେ ବୋଲି ପଞ୍ଚାୟତ ନିର୍ବାଚନ ସମୟରେ ବର୍ତ୍ତମାନର ସରପଞ୍ଚ ସୁବାଶିନୀ ପାନ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ କଥାରେ ରାଜି ହୋଇ ଗାଁ ଲୋକେ ତାଙ୍କୁ ଭୋଟ୍‌ ଦେଇଥିଲେ। ଆଉ ନିର୍ବାଚନରେ ବିଜୟୀ ହୋଇଥିଲେ ସୁବାଶିନୀ ପାନ। ହେଲେ ସରପଞ୍ଚ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଥିଲେ। ସରପଞ୍ଚଙ୍କୁ ତାଙ୍କ ପ୍ରତିଶ୍ରୁତି ମନେ ପକାଇଦେବା ପାଇଁ ଆଜି ମଣ୍ଡୋସିଲ ଗାଁ ଲୋକେ ଆସିଥିଲେ।

ଗାଁ ଲୋକେ ସରପଞ୍ଚଙ୍କ ସହିତ ଆଲୋଚନା ବେଳେ କହିଥିଲେ, ମଣ୍ଡୋସିଲ ପଞ୍ଚାୟତ ସଦର ମହକୁମା କାର୍ଯ୍ୟାଳୟ ଓ କଣ୍ଟ୍ରୋଲ୍‌ ଚଚରାଭଟାରେ ରହିଛି। ଏଠାରୁ ମଣ୍ଡୋସିଲ୍‌ ଗ୍ରାମର ଦୂରତା ତିନି କିଲୋମିଟର। ପ୍ରବଳ ଖରାରେ ପିଡିଏସ୍‌ ସାମଗ୍ରୀ ନେବା ପାଇଁ ଏତେ ଦୂର ଆସିବା ଗାଁ ଲୋକଙ୍କ ପାଇଁ କଷ୍ଟକର ହେଉଥିଲା। ତେଣୁ ଗାଁରେ ପିଡିଏସ୍‌ ସାମଗ୍ରୀ ଯୋଗାଇ ଦିଆଯାଉ ବୋଲି ଲୋକେ ସରପଞ୍ଚଙ୍କୁ ଅନୁରୋଧ କରିଥିଲେ।

ଗାଁ ଲୋକଙ୍କ ଏପରି ଅନୁରୋଧକୁ କଣ୍ଟ୍ରୋଲ୍‌ ସେଲ୍‌ସ ମ୍ୟାନଙ୍କ ସମେତ କେତେ ଜଣ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚ ବିରୋଧ କରିଥିଲେ। ଯାହାଫଳରେ ସେଲ୍‌ସମ୍ୟାନ ଓ ନାଏବ ସରପଞ୍ଚ ନିତ୍ୟାନନ୍ଦ ଶବରଙ୍କ ସହିତ ଲୋକଙ୍କର ଯୁକ୍ତିତର୍କ ହୋଇଥିଲା। ଏପରିକି ନାଏବ ସରପଞ୍ଚ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କାହାକୁ ଚାଉଳ ଦେବୁନି କହି ସେଲ୍‌ସ ମ୍ୟାନ ଗୋଦାମ ଘରେ ତାଲା ପକାଇ ଦେଇଥିଲେ। ସରପଞ୍ଚ ତାଲା ଖୋଲିବାକୁ କହିଲେ ମଧ୍ୟ ସେ ଶୁଣି ଚାଲି ଯାଇଥିଲେ। ତାଙ୍କ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଞ୍ଚ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story