Advertisment

ଭିସ୍ତା ଚିଟ୍ ଫଣ୍ଡ୍ ମାମଲା: ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଦେବପ୍ରସାଦ ମିଶ୍ର ଗିରଫ

ଭୁବନେଶ୍ୱର: ଭିସ୍ତା ଚିଟ୍ ଫଣ୍ଡ୍ ମାମଲାରେ ସଂସ୍ଥାର ପୂର୍ବତନ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଦେବପ୍ରସାଦ ମିଶ୍ର କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଛନ୍ତି। ତାଙ୍କ ନଁରେ ୬୦ଲକ୍ଷରୁ ଅଧିକ ଟଙ୍କ। ହେରଫେର୍ ଅଭିଯୋଗ ରହିଛି। କ୍ରାଇମବ୍ରାଞ୍ଚ ଅଧିକାରୀମାନେ ତାଙ୍କୁ ଭୁବନେଶ୍ୱରରୁ ଗିରଫ କରିଛନ୍ତି। ୨୦୦୯ରୁ ୨୦୧୧ ପର୍ଯ୍ୟନ୍ତ ଦେବପ୍ରସାଦ ଭିଷ୍ଟାର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଥିଲେ ଓ ଇନକମ୍ ଟ୍ୟାକ୍ସ ବାବଦକୁ ୪୦ ଲକ୍ଷ ଟଙ୍କ। ସହ ବିଭିନ୍ନ ଟ୍ୟାକ୍ସ ବାବଦକୁ ମୋଟ ୬୦ ଲକ୍ଷ ଟଙ୍କ। ନେଇଥିଲେ। କିନ୍ତୁ ବଦଳରେ […]

Orissa-Board-10th-SSC-Date-Sheet-2015

Advertisment

ଭୁବନେଶ୍ୱର: ଭିସ୍ତା ଚିଟ୍ ଫଣ୍ଡ୍ ମାମଲାରେ ସଂସ୍ଥାର ପୂର୍ବତନ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଦେବପ୍ରସାଦ ମିଶ୍ର କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଛନ୍ତି। ତାଙ୍କ ନଁରେ ୬୦ଲକ୍ଷରୁ ଅଧିକ ଟଙ୍କ। ହେରଫେର୍ ଅଭିଯୋଗ ରହିଛି। କ୍ରାଇମବ୍ରାଞ୍ଚ ଅଧିକାରୀମାନେ ତାଙ୍କୁ ଭୁବନେଶ୍ୱରରୁ ଗିରଫ କରିଛନ୍ତି। ୨୦୦୯ରୁ ୨୦୧୧ ପର୍ଯ୍ୟନ୍ତ ଦେବପ୍ରସାଦ ଭିଷ୍ଟାର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଥିଲେ ଓ ଇନକମ୍ ଟ୍ୟାକ୍ସ ବାବଦକୁ ୪୦ ଲକ୍ଷ ଟଙ୍କ। ସହ ବିଭିନ୍ନ ଟ୍ୟାକ୍ସ ବାବଦକୁ ମୋଟ ୬୦ ଲକ୍ଷ ଟଙ୍କ। ନେଇଥିଲେ। କିନ୍ତୁ ବଦଳରେ ଜାଲ୍ କାଗଜପତ୍ର ଦେଇଥିଲେ। ପୂର୍ବରୁ ଭିଷ୍ଟାର ସିଏମ୍ଡି ଦେବକୁମାର ପଣ୍ଡାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ୍।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe