ଭୋଟର ତାଲିକାରେ ଏଣିକି ବର୍ଷକୁ ୪ଥର ନାଁ ଯୋଡ଼ି ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକପ୍ରତିନିଧି ଅଧିନିୟମ-୧୯୫୦କୁ କେନ୍ଦ୍ର ସରକାର ସଂଶୋଧନ କରିଥିବାରୁ ଏଣିକି ଗୋଟିଏ ବର୍ଷରେ ୪ଥର ଭୋଟର ତାଲିକାରେ ନୂଆ ଭୋଟର ନାଁ ସାମିଲ କରାଯାଇପାରିବ । ପୂର୍ବରୁ ଭୋଟର ତାଲିକାରେ ନାଁ ସାମିଲ ପାଇଁ ପ୍ରତିବର୍ଷ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ନୂଆ ଭୋଟରଙ୍କୁ ଅପେକ୍ଷା କରିବାକୁ ପଡ଼ୁଥିଲା । ରାଜ୍ୟର ସବୁ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅବଗତ କରାଇଛନ୍ତି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ […]

voter

voter

Ordigital Desk
  • Published: Thursday, 21 July 2022
  • Updated: 21 July 2022, 09:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକପ୍ରତିନିଧି ଅଧିନିୟମ-୧୯୫୦କୁ କେନ୍ଦ୍ର ସରକାର ସଂଶୋଧନ କରିଥିବାରୁ ଏଣିକି ଗୋଟିଏ ବର୍ଷରେ ୪ଥର ଭୋଟର ତାଲିକାରେ ନୂଆ ଭୋଟର ନାଁ ସାମିଲ କରାଯାଇପାରିବ । ପୂର୍ବରୁ ଭୋଟର ତାଲିକାରେ ନାଁ ସାମିଲ ପାଇଁ ପ୍ରତିବର୍ଷ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ନୂଆ ଭୋଟରଙ୍କୁ ଅପେକ୍ଷା କରିବାକୁ ପଡ଼ୁଥିଲା । ରାଜ୍ୟର ସବୁ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅବଗତ କରାଇଛନ୍ତି ।

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏନେଇ ଅନୁଷ୍ଠିତ କର୍ମଶାଳାରେ ସଂଶୋଧିତ ନୂଆ ନିୟମ ଅନୁସାରେ ଭୋଟର ତାଲିକାରେ ସାମିଲ ହେବା ପାଇଁ ୪ଟି ଯୋଗ୍ୟତାସୂଚକ ତାରିଖ ରହିବ । ପୂର୍ବରୁ ଜଣେ ୧୮ବର୍ଷ ବୟସରେ ଉପନୀତ ହେଉଥିବା ନୂଆ ଭୋଟରଙ୍କୁ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା । ମାତ୍ର ସଂଶୋଧିତ ନିୟମ ଅନୁସାରେ ଜାନୁୟାରୀ ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖ ସୁଦ୍ଧା ଯେଉଁମାନେ ୧୮ବର୍ଷ ବୟସର ହେବେ ସେମାନେ ଭୋଟର ତାଲିକାରେ ସାମିଲ ହେବାକୁ ଯୋଗ୍ୟ ବିବେଚିତ ହେବେ । ଫଳରେ ନୂଆ ତଥା ଯୁବ ଭୋଟରଙ୍କୁ ନିଜ ନାଁ ଭୋଟର ତାଲିକାରେ ସାମିଲ କରିବା ନିମନ୍ତେ ଆଉ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସେହିପରି ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଭୋଟରମାନଙ୍କ ଆଧାର ନମ୍ବରକୁ ସ୍ୱେଚ୍ଛାକୃତ ଭାବେ ଭୋଟର ତାଲିକାରେ ସଂଯୋଗ କରାଯିବ । ସେହିପରି ଏଣିକି ସଂଶୋଧିତ ନିୟମ ଅନୁସାରେ ଫର୍ମ-୬ରେ ଭୋଟରମାନେ ଭୋଟର ତାଲିକାରେ କେବଳ ନାମ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ ଓ ଫର୍ମ-୮କୁ ଗୋଟିଏ ନିର୍ବାଚନମଣ୍ଡଳୀରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଉପଯୋଗ କରିବେ । ଫର୍ମ-୭ରେ ଭୋଟର ତାଲିକାରୁ ନାମ ବାଦ୍ ଦିଆଯାଇପାରିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story