କାହିଁକି ପଶ୍ଚିମ ଓଡ଼ିଶାରୁ ଲଢ଼ିଲେ ନବୀନ? ଏମିତି ମତ ଦେଲେ ଫେସ୍‌ବୁକ୍ ୟୁଜର୍

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଗଂଜାମ ଜିଲ୍ଲାରେ ଥିବା ତାଙ୍କ ପୁରୁଣା ବିଧାନସଭା ଆସନ ‘ହିଂଜିଳି’ ସହିତ, ପଶ୍ଚିମ ଓଡ଼ିଶାରୁ ମଧ୍ୟ ନିର୍ବାଚନ ଲଢ଼ିବା ପାଇଁ କାହିଁକି ନିଷ୍ପତ୍ତି ନେଲେ ବିଜୁ ଜନତା ଦଳ (ବିଜେଡ଼ି) ସୁପ୍ରିମୋ ନବୀନ ପଟ୍ଟନାୟକ? ରାଜ୍ୟର ନମ୍ବର-୧ ଓଡ଼ିଆ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶା ରିପୋର୍ଟର’ ଏହି ପ୍ରଶ୍ନ ପଚାରିଥିଲା, ଏହାର ଫେସ୍‌ବୁକ୍ ଫଲୋଅର୍‌ଙ୍କୁ। ଏଥିପାଇଁ ‘ଓଡ଼ିଶା ରିପୋର୍ଟର’ ଫେସ୍‌ବୁକ୍ ପେଜ୍‌ରେ ଏକ ପ୍ରଶ୍ନ-କାର୍ଟ ପୋଷ୍ଟ କରାଯାଇ, ଏହାର ଫଲୋଅର୍‌ମାନଙ୍କୁ ମତ ରଖିବାକୁ କୁହାଯାଇଥିଲା। […]

Untitled-1-16

Untitled-1-16

Jagamohan Maharana
  • Published: Wednesday, 27 March 2019
  • Updated: 28 March 2019, 03:32 PM IST

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଗଂଜାମ ଜିଲ୍ଲାରେ ଥିବା ତାଙ୍କ ପୁରୁଣା ବିଧାନସଭା ଆସନ ‘ହିଂଜିଳି’ ସହିତ, ପଶ୍ଚିମ ଓଡ଼ିଶାରୁ ମଧ୍ୟ ନିର୍ବାଚନ ଲଢ଼ିବା ପାଇଁ କାହିଁକି ନିଷ୍ପତ୍ତି ନେଲେ ବିଜୁ ଜନତା ଦଳ (ବିଜେଡ଼ି) ସୁପ୍ରିମୋ ନବୀନ ପଟ୍ଟନାୟକ?

ରାଜ୍ୟର ନମ୍ବର-୧ ଓଡ଼ିଆ ନ୍ୟୁଜ୍ ପୋର୍ଟାଲ 'ଓଡ଼ିଶା ରିପୋର୍ଟର' ଏହି ପ୍ରଶ୍ନ ପଚାରିଥିଲା, ଏହାର ଫେସ୍‌ବୁକ୍ ଫଲୋଅର୍‌ଙ୍କୁ। ଏଥିପାଇଁ ‘ଓଡ଼ିଶା ରିପୋର୍ଟର’ ଫେସ୍‌ବୁକ୍ ପେଜ୍‌ରେ ଏକ ପ୍ରଶ୍ନ-କାର୍ଟ ପୋଷ୍ଟ କରାଯାଇ, ଏହାର ଫଲୋଅର୍‌ମାନଙ୍କୁ ମତ ରଖିବାକୁ କୁହାଯାଇଥିଲା। ଖୁସିର କଥା ଯେ, ଏହି ପ୍ରଶ୍ନର ଉତ୍ତର ରଖିଥିଲେ ବହୁସଂଖ୍ୟାରେ ଫେସ୍‌ବୁକ୍ ୟୁଜର।

ପ୍ରଶ୍ନଟି ଥିଲା- ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବାକୁ କାହିଁକି ନିଷ୍ପତ୍ତି ନେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ? ଏହାର ସମ୍ଭାବ୍ୟ କାରଣରେ ଆମେ ଓଡ଼ିଶା ରିପୋର୍ଟର ଫେସ୍‌ବୁକ୍ ଫଲୋଅର୍‌ଙ୍କୁ ଦେଇଥିଲୁ ପାଞ୍ଚଟି ବିକଳ୍ପ।

[caption id="attachment_359074" align="aligncenter" width="874"] ଓଡିଶା ରିପୋର୍ଟର ଫେସ୍‌ବୁକ୍‌ରେ ଫଲୋଅର୍‌ଙ୍କ ପାଇଁ ପୋଷ୍ଟ କରାଯାଇଥିବା ପ୍ରଶ୍ନ[/caption]

ସେଗୁଡ଼ିକ ହେଲା-

୧- ପଶ୍ଚିମ ଓଡ଼ିଶାରେ ବିଜେଡ଼ିର ସ୍ଥିତି ଦୁର୍ବଳ ଥିବାରୁ।

୨-ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ସ୍ଥିତି ଦୁର୍ବଳ ଥିବାରୁ ।

୩- ପଶ୍ଚିମ ଓଡ଼ିଶାର ଲୋକମାନଙ୍କ ମନରେ ଦରଦ ସୃଷ୍ଟି କରିବାକୁ।

୪- ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିକୁ ଦୁର୍ବଳ କରିବାକୁ।

୫- ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ପ୍ରଭାବ ଶୂନ୍ୟ କରିବାକୁ।

[caption id="attachment_359144" align="aligncenter" width="820"] ଏମିତି ମତ ଦେଇଛନ୍ତି କିଛି ଫେସ୍‌ବୁକ୍‌ ୟୁଜର[/caption]

ଉପରୋକ୍ତ ୫ଟି ବିକଳ୍ପ ମଧ୍ୟରୁ ଶତାଧିକ ଫେସବୁକ୍ ୟୁଜର ନିଜର ସୁଚିନ୍ତିତ ମତାମତ ରଖିଥିଲେ। ମୋଟ ୧୩୦ ଜଣ ଏଥିରେ ଜବାବ (କମେଣ୍ଟ) ଦେଇଥିବା ବେଳେ ୧୬୪ ଜଣ ‘ଓଡ଼ିଶା ରିପୋର୍ଟର’ର ଏହି ପୋଷ୍ଟକୁ ପସନ୍ଦ କରିଛନ୍ତି।

ଏହି ୫ଟି କାରଣ ମଧ୍ୟରୁ ପ୍ରଥମ କାରଣଟିକୁ ସର୍ବାଧିକ ୨୦ ଜଣ ମତଦାତା ଠିକ୍ କାରଣ ବୋଲି ଦର୍ଶାଇଥିବା ବେଳେ ଦ୍ୱିତୀୟ କାରଣଟିକୁ ମଧ୍ୟ ଅଧିକାଂଶ ଯୁକ୍ତିଯୁକ୍ତ ଦର୍ଶାଇଛନ୍ତି।

ସେହିପରି ଆଉ କେତେକ ଏ ସମସ୍ତ ସମ୍ଭାବ୍ୟ କାରଣକୁ ଯୁକ୍ତିଯୁକ୍ତ ଓ ପ୍ରାସଙ୍ଗିକ ଦର୍ଶାଇଥିବା ବେଳେ କିଛି ମତଦାତା ଏ ସମସ୍ତ କାରଣକୁ ବାଦ୍ ଦେଇ ଲେଖିଛନ୍ତି- ନବୀନଙ୍କର ଅଗାମୀ ନିର୍ବାଚନରେ ହାରିବାର ଭୟ ରହିଥିବାରୁ ଏଭଳି ରାଜନୈତିକ ଗୋଟି ଚଳାଇଛନ୍ତି।

ଜିତେନ୍ଦ୍ର ମହାନ୍ତି ନାମକ ‘ଓଡ଼ିଶା ରିପୋର୍ଟର’ ଫେସ୍‌ବୁକ୍‌ ପେଜ୍‌ର ଜଣେ ଫଲୋଅର୍‌ ମତ ଦେଇଛନ୍ତି- 'ନବୀନ ବାବୁ ଯେଉଁଠି ଛିଡ଼ାହେଲେବି ତାଙ୍କର ହାରିବା ବ୍ୟତୀତ ଅନ୍ୟ ଗତି ନାହିଁ। ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ସେ କିଛିବି କାମ କରି ନ ଥିବାରୁ ଏଭଳି ନିଷ୍ପତ୍ତି ଏକ ଭୟର ପ୍ରତିଫଳନ'।

ସେହିଭଳି ସନ୍ତୋଷ ପଟ୍ଟନାୟକ କହିଛନ୍ତି- ବିରୋଧୀ ବିଜେପି ଓ କଂଗ୍ରେସର ପଶ୍ଚିମ ଓଡ଼ିଶାରେ ଟାଣୁଆ ନେତା ଥିବାରୁ ନବୀନ ଖୋଦ୍ ସେମାନଙ୍କ ସହ ଯୁଦ୍ଧ କରିବା ପାଇଁ ଆଗଭର ହୋଇଛନ୍ତି।

ଅନ୍ୟପକ୍ଷରେ କେତେକେ ଏହାକୁ ନବୀନ ପଟ୍ଟନାୟକଙ୍କର ‘ବିନାଶ କାଳେ ବିପରୀତ ବୁଦ୍ଧି’ ଓ ‘ପାଗଳାମୀ’ ବୋଲି କହିଛନ୍ତି। ତ ଆଉ କେତେକେ ତାଙ୍କର ଏଭଳି ନିଷ୍ପତ୍ତିକୁ ପ୍ରଭାବଶୂନ୍ୟ ବୋଲି କହିଛନ୍ତି। କିନ୍ତୁ ସର୍ବାଧିକ ମତଦାତା ଏହାକୁ ନବୀନଙ୍କ ‘ହାରିବାର ଭୟ’ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story